ଫାଇଭ ଟି ସଚିବଙ୍କ ପ୍ରସଙ୍ଗ ଉଠାଇ ନରସିଂହ କହିଲେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହି ସମାଲୋଚନା କରିଛନ୍ତି।
5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ 'ରାଜନୈତିକ' ଗସ୍ତକୁ ଓଡ଼ିଶା ବିଜେପି ନେତାଙ୍କ ବିରୋଧ ପ୍ରସଙ୍ଗ ଉଠାଇ…