ସୀମା ହାଇଦରକୁ ନେଇ ଏଟିଏସ ଟିମର ସନ୍ଦେହ ବଢିଲା; ସତ ଉଗାଳିବା ପାଇଁ ପ୍ରସ୍ତୁତ କରୁଛନ୍ତି ପ୍ଲାନ-ବି
ନୂଆଦିଲ୍ଲୀ: ପାକିସ୍ତାନ ମହିଳା ସୀମା ହାଇଦରକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ୟୁପି ଏଟିଏସ ଟିମ ଲଗାତାର ୨ ଦିନ ଧରି ଜେରା କରୁଛି । ଜେରାବେଳେ ଅନେକ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ । ସତ୍ୟ ଜାଣିବା ପରେ ସୀମାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।…