Latest Odisha News

BREAKING NEWS

ପ୍ରତିଶ୍ରୁତି ରକ୍ଷା କଲା ଆମେରିକା, ଭାରତକୁ ଫେରାଇଲା ୧୦୫ଟି ପ୍ରାଚୀନ ମୂର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଭାରତକୁ ଫେରାଇଲା ୧୦୫ଟି ଚୋରି ହୋଇଥିବା ପ୍ରାଚୀନ ମୂର୍ତ୍ତି। ଖୁବ ଶୀଘ୍ର ଭାରତକୁ ଅଣାଯିବ ଏହି ଐତିହାସିକ ପ୍ରତୀମା। ଏହି ସମସ୍ତ ମୂର୍ତ୍ତି ପ୍ରାଚୀନ କାଳର। ଶହ ଶହ ବର୍ଷ ପୂର୍ବେ ଏହି ମୂର୍ତ୍ତିଗୁଡ଼ିକ ଭାରତରୁ ଚୋରି ହୋଇ ଆମେରିକାକୁ ସ୍ଥାନାନ୍ତର…

ସାହାରା ନିବେଶକଙ୍କୁ ଫେରସ୍ତ ମିଳିବ ଟଙ୍କା: ରିଫଣ୍ଡ ପୋର୍ଟାଲରେ କେମିତି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ସାହାରାରେ ଟଙ୍କା ଜମା କରିଥିବା ହିତାଧିକାରୀ ଫେରି ପାଇବେ ନିଜ ନିଜ ଟଙ୍କା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି । ଆଜି ଦିଲ୍ଲୀର ଅଟଳ ଉର୍ଜା ଭବନରେ ଗୃହମନ୍ତ୍ରୀ ଅମିତ ଶାହ…

ଆଦି ଶକ୍ତିପୀଠ ତାରାତାରିଣୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କଲା ଭିକ୍ଟୋରିଆ

ମେଲବୋର୍ଣ୍ଣ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ନେଇ ସଙ୍କଟ ଦେଖା ଦେଇଛି । ଏହାର ବଜେଟ ବଢ଼ିବା ଯୋଗୁ ଭିକ୍ଟୋରିଆ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି । ମେଲବୋର୍ଣ୍ଣ, ଜିଲଙ୍ଗ, ବେଲାର୍ଟ ଓ ଜିପ୍ସଲ୍ୟାଣ୍ଡରେ ଏହା ଆୟୋଜିତ ହେବାକୁ ଥିଲା । ଯେତେବେଳେ ଆମକୁ ଏହାର ଆୟୋଜନ ଅଧିକାର…

ଏୟାରଫିଲ୍ଡରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ସମେତ ୫ ମୃତ, ୫ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଧ୍ୟ ପୋଲାଣ୍ଡରେ ଏକ ଏୟାରଫିଲ୍ଡ ହ୍ୟାଙ୍ଗରରେ ସେସନା ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲାଣ୍ଡର ରାଜ୍ୟ ଅଗ୍ନିଶମ ସେବାର ମୁଖ୍ୟ କମାଣ୍ଡାଣ୍ଟ ଆନ୍ଦ୍ରେଜେ ବାର୍ଟକୋୱିଆକ୍ ସୂଚନା ଦେଇ…

ପଣସ ମଞ୍ଜିରୁ କଫି ଓ ପାୟସମ କରି ସ୍ୱାବଲମ୍ବୀ ହେଲେ ଜୈମି

କେରଳ: ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ…

ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଝ ଜିଲ୍ଲାରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଆତଙ୍କବାଦୀ ଓ ଯବାନାଙ୍କ ମଧ୍ୟରେ ଚାଲିଥିଲା ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ। ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଅନୁପ୍ରବେଶ କରିଥିଲେ ଏବଂ କାଶ୍ମୀରରେ କିଛି ବଡ଼…

ବିଜେପି ବିରୋଧରେ ବିରୋଧୀଙ୍କ ରଣନୀତି: ଆଜି ଏନଡିଏ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଯାଇଛି । ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ଗତକାଲି ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି।…

ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ। ପରେ ଏହା ଲଘୁଚାପର ରୂପ ନେଇପାରେ। ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହେବ।…