Latest Odisha News

BREAKING NEWS

ଆଜି ବିରୋଧୀଙ୍କ ଦ୍ଵିତୀୟ ମହାବୈଠକ; ଡିନରରେ ସାମିଲ ହେବେନି ଶରଦ, ମମତା

ନୂଆଦିଲ୍ଲୀ: ୨୦୨୪  ସାଧାରଣ ନିର୍ବାଚନ ପାଇଁ ଏକାଠି  ହେଉଛନ୍ତି ବିରୋଧୀ ।ଆଜି ୨୪ ବିରୋଧୀ ଦଳର ମହାବୈଠକ । ତିଆରି କରିବେ ମିଳିତ  ମିଳିତ ରଣନୀତି  ।  ୨୦୨୪ ରେ ଗଢିବେ  ବିଜେପି ବିରୋଧୀ ସରକାର ।  ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାବୈଠକn। କଂଗ୍ରେସ ନେତୃତ୍ୱଧୀନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗ୍ରହଣ ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ କିଛି ବିଶେଷ ନୀତି ପାଳିତ ହୁଏ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ତିଥିମାନଙ୍କରେ। ଆମ ସଂସ୍କୃତି, ପରମ୍ପରା ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଓ…

ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ମାଧବନ: ଫଟୋ କଲେ ସେୟାର

ମୁମ୍ବାଇ: ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌କୁ ନେଇ ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି । ନିକଟରେ ସେ…

ନିନାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ତାଙ୍କ ସ୍ୱାମୀ ବିବେକ ମେହେରଙ୍କ ସହ ଲଣ୍ଡନରେ ଆୟୋଜିତ ୱିମ୍ବଲଡେନ ଟେନିସ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ । ମ୍ୟାଚ ଦେଖିବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ଏହି…

୧୦୦୦ ପିଲାଙ୍କୁ ସନ୍ତ୍ୟପାନ କରାଇ ବିଶ୍ୱ ରେକର୍ଡ କଲେ ମହିଳା

ନ୍ୟୁୟର୍କ: ବଜାରରେ ମିଳୁଥିବା କ୍ଷୀର ତୁଳନାରେ ମାଆ କ୍ଷୀର ଲକ୍ଷ ଲକ୍ଷ ଗୁଣ ଭଲ । ଅର୍ଥାତ୍ ମାଆ କ୍ଷୀରରେ ଶିଶୁ ପାଇଁ ସମସ୍ତ ଆବଶ୍ୟକ ଆହାର ଭଗବାନ ଭରି ରଖିଛନ୍ତି । ସେଥିପାଇଁ ତ ଜନ୍ମପରେ ପ୍ରଥମ ୬ ମାସ କେବଳ ମାଆକ୍ଷୀର ଦିଆଯିବା ଉଚିତ୍ ବୋଲି ଚିକିତ୍ସକ ମତ ରଖନ୍ତି । ତେବେ ସବୁ ଶିଶୁଙ୍କୁ…

ପୁଅର ପ୍ରଥମ ଝଲକର ଭିଡ଼ିଓ ସେୟାର କଲେ ସନା ଖାନ୍‌

ମୁମ୍ବାଇ: ମୁମ୍ବାଇ: ଗତ ୫ ତାରିଖରେ ମାଆ ହୋଇଥିଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିବା ସହ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଥିଲେ । ଏବେ ସନା ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ…

ବିଆରଏସ ଛାଡି କଂଗ୍ରେସକୁ ଫେରିବେ ଗିରିଧର ଗମାଙ୍ଗ !

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ରାଜଧାନୀରୁ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ହାଇଦ୍ରାବାଦ ଯାଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପୁରୁଖା ରାଜନେତା ଗିରିଧର ଗମାଙ୍ଗ ଏବେ କୁଆଡେ କଂଗ୍ରେସକୁ…

ବଦଳିଲା ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନାମ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

ସମୁଦ୍ର ବାଲିରେ ଖେଳିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଶରୀର ଭିତରେ ପଶିଗଲେ କୀଟ

ଫ୍ଲୋରିଡ଼ା: ସାଧାରଣତଃ ଲୋକେ ସମୁଦ୍ର କୂଳରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ଆଉ ସମୁଦ୍ର ପାଣିରେ ଘଣ୍ଟା ଘଣ୍ଟା ଧରି ଖେଳିଥାନ୍ତି । କେହି କେହି କୂଳରେ ବାଲି ଉପରେ ବସି ଉପଭୋଗ କରନ୍ତି । କିଛି ପିଲା ସମୁଦ୍ର ବାଲିରେ ଘର ତିଆରି କରିବା, ଗୋଡ,ହାତ ପୋତି ଖେଳିଥାନ୍ତି । ଆଉ କିିଛି ଅଛନ୍ତି…

ଦେଶର କେଉଁ ରାଜନୈତିକ ଦଳ ପାଖରେ କେତେ ବିଧାୟକ, ତାଲିକାରେ ବିଜେଡିର ସ୍ଥାନ କେଉଁଠି?

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ହେବାକୁ ଥିବା ଆଗାମୀ ଲୋକସଭା ନିର୍ବାଚନକୁ ବର୍ଷେରୁ କମ୍ ସମୟ ବାକି ରହିଛି। ଲୋକସଭା ପୂର୍ବରୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିମଧ୍ୟରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ସମେତ କେତେକ ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା…