ସମୁଦ୍ର ବାଲିରେ ଖେଳିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଶରୀର ଭିତରେ ପଶିଗଲେ କୀଟ
ଫ୍ଲୋରିଡ଼ା: ସାଧାରଣତଃ ଲୋକେ ସମୁଦ୍ର କୂଳରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ଆଉ ସମୁଦ୍ର ପାଣିରେ ଘଣ୍ଟା ଘଣ୍ଟା ଧରି ଖେଳିଥାନ୍ତି । କେହି କେହି କୂଳରେ ବାଲି ଉପରେ ବସି ଉପଭୋଗ କରନ୍ତି । କିଛି ପିଲା ସମୁଦ୍ର ବାଲିରେ ଘର ତିଆରି କରିବା, ଗୋଡ,ହାତ ପୋତି ଖେଳିଥାନ୍ତି । ଆଉ କିିଛି ଅଛନ୍ତି…