ହେଲିକପ୍ଟର ଉଡ଼ାଣ ସମୟରେ ଯୁବକ ନେଉଥିଲେ ସେଲ୍ଫି : ଗୋଡ଼େଇ ଗୋଡ଼େଇ ପିଟିଲେ ସୁରକ୍ଷାକର୍ମୀ
ଉତ୍ତରାଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ଓ ସେଲଫି ପାଇଁ ସମସ୍ତେ ପାଗଳ । ସେମାନେ ସ୍ଥାନ,କାଳ ପାତ୍ର, ସବୁକିଛି ଭୁଲି ଯାଉଛନ୍ତି । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ହେଲିକପ୍ଟର ଉଡ଼ାଣ ସମୟରେ ସେଲଫି ନେବା ତାଙ୍କୁ ମହଙ୍ଗା…