ଶିବସେନା ବନାମ ଶିବସେନା, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରଧୀନ ଅଯୋଗ୍ୟତା ମାମଲାରେ ବାଚସ୍ପତିଙ୍କୁ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶିବସେନା ବନାମ ଶିବସେନା ମାମଲାରେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅଯୋଗ୍ୟତା ମାମଲାର ସୁପ୍ରିମକୋର୍ଟ ଯାଞ୍ଚ କରିବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଦୁଇ…