Latest Odisha News

BREAKING NEWS

ବେଆଇନ ବନ୍ଧୁକ ଚାଲାଣ ଉପରେ ଚଢାଉ, ତିନି ବନ୍ଧୁକ ସହ ତିନି ଅଭିଯୁକ୍ତ ଗିରଫ

ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବଡସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ଯଦୁନାଥ ହାଁସଦାଙ୍କ ଘରେ ଚଢାଉ କରିଥିଲା। ଚଢ଼ଉ ବେଳେ ଏହି ଟିମ୍ ଲାଇସେନ୍ସ ନଥିବା ଦୁଇଟି ଦେଶୀ ବନ୍ଧୁକ ଠାବ କରିବା ସହ ହାଁସଦାଙ୍କୁ ଗିରଫ…

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ…

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତର କାର୍ଯ୍ୟସୂଚୀ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ୩ଟି ଟି୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଡିସେମ୍ବର ୧୦ରୁ ଏହି…

ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି । ବଲିଉଡ଼ର ଲୋକପ୍ରିୟ…

ଆଇସିସି ବଢ଼ାଇଲା ରେଭିନ୍ୟୁ ଶେୟାର, ବିସିସିଆଇକୁ ଏଥର ମିଳିବ ବର୍ଷକୁ ୨୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ରେଭିନ୍ୟୁ ଶେୟାର ବୃଦ୍ଧି କରିଛି । ପୂର୍ବ ରେଭିନ୍ୟୁ ତୁଳନାରେ ବିସିସିଆଇର ୭୨ ପ୍ରତିଶତ ଶେୟାର ବୃଦ୍ଧି କରାଯାଇଛି । ପୂର୍ବରୁ ବିସିସିଆଇକୁ ୨୨.୪ ପ୍ରତିଶତ ଶେୟାର ମିଳୁଥିବା ବେଳେ ଏଥର ୩୮.୫ ପ୍ରତିଶତ…

ଗୋଲାପୀ ଅଣ୍ଡା ଦେଖି ଲୋକେ ଆଶ୍ଚର୍ଯ୍ୟ

ଆପଣ ଅନେକ ପ୍ରକାରର ଅଣ୍ଡା ଦେଖିଥିବେ ନିଶ୍ଚୟ । କୁକୁଡ଼ା ଅଣ୍ଡା ସବୁଠାରୁ ସାଧାରଣ । ଲୋକମାନେ ମଧ୍ୟ ପ୍ରୋଟିନ୍ ପାଇଁ ଆଗ୍ରହର ସହିତ ଏହି ଅଣ୍ଡାକୁ ଖାଇଥାନ୍ତି । ଏହା ବ୍ୟତୀତ, ଓଟପକ୍ଷୀ ଅଣ୍ଡା ହେଉଛି ଦୁନିଆର ସବୁଠାରୁ ବଡ ଅଣ୍ଡା ହୋଇଥିବା ବେଳେ ହାମିଙ୍ଗବର୍ଡର ଅଣ୍ଡା ଦୁନିଆର ସବୁଠାରୁ ଛୋଟ…

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।…

ବାପାଙ୍କ ଉପରେ ବର୍ଷୁଛି କୁନିଝିଅ, କହୁଛି-‘ପୁଅମାନେ ଗଢି ଜାଣନ୍ତିନି, କେବଳ ଲଢି ଜାଣନ୍ତି’ ଦେଖନ୍ତୁ ଭିଡିଓ

କାବୁଲ: ପୁରୁଷମାନେ କେବଳ ଧ୍ୱଂସ କରିପାରନ୍ତି । ପୁରୁଷମାନେ କେବଳ ଝଗଡା କରିପାରନ୍ତି । ହେଲେ ମହିଳାମାନେ ନୁହେଁ । ଏ ଉକ୍ତି କୌଣସି ପୁରୁଷ ବିରୋଧୀ ମହିଳାଙ୍କର ସ୍ୱର ନୁହେଁ । ଏ କ୍ଷୋଭ ଗୋଟିଏ କୁନି ଝିଅର । ସେ ପୁଣି ଆଉ କାହା ପ୍ରତି ନୁହେଁ, ନିଜ ବାପାଙ୍କ ପ୍ରତି ତାଙ୍କ ମୁହଁରୁ…

କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚୀତା ସୂରଜର ମୃତ ଶରୀର ଶୁକ୍ରବାର ମିଳିଥିଲା । କୁନୋରେ ୪ ମାସ ମଧ୍ୟରେ ୮ଟି ଚୀତାର ମୃତ୍ୟୁ ଘଟି ସାରିଛି । ଯାହାକି ଏକ ଚିନ୍ତାର ବିଷୟ । ଚଳିତ ସପ୍ତାହରେ ୨ଟି ଚୀତା ମୃତ୍ୟୁବରଣ…

ସଂପ୍ରସାରିତ କ୍ୟାବିନେଟକୁ ମୋହର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ: ଅଟକି ରହିଥିବା ମହାରାଷ୍ଟ୍ରର ସଂପ୍ରସାରିତ କ୍ୟାବିନେଟରେ ବାଜିଲା ମୋହର ।  ସଂପ୍ରସାରିତ ହୋଇଛି ମହାରାଷ୍ଟ୍ର କ୍ୟାବିନେଟ  । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତଣାଳୟ  ସହ ଯୋଜନା ବିଭାଗ   । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ…