Latest Odisha News

BREAKING NEWS

ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪ ପାଇଁ…

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା, ୩୨ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩…

ଦୁର୍ଗୁଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଣେ ମହାଜନ କୌଣସି ସ୍ଥାନକୁ ଯାଉଥିଲେ । ବାଟରେ ସେ ବିଶ୍ରାମ ନେବାକୁ ଅଟକିଲେ । ସେ ଏକ ଗଛ ତଳେ ଶୋଇବା ସମୟରେ ଏକ ସ୍ୱପ୍ନ ଦେଖିଲେ । ଜଣେ ବ୍ୟବସାୟୀ ରାସ୍ତାରେ ପାଞ୍ଚଟି ଗଧ ଉପରେ ବଡ ବଡ ବସ୍ତା ନେଇ ଯାଉଛନ୍ତି । ବସ୍ତା ଗୁଡ଼ିକ…

ଅନୁବାଦ କବିତା : ବିପରୀତ ଉଚ୍ଚାରଣ

ମୂଳ ବଙ୍ଗଳା: ଆଲ୍ ମାହମୁଦ୍ ମୁଁ ପ୍ରକୃତିର ଭାଷା ବୁଝେ ଶବ୍ଦହୀନତା ମଧ୍ୟ ମୋ ପାଖରେ ବେଳେ ବେଳେ ବାଂମୟ ପିଲାଦିନେ ଗଛ, ମାଛ, ଚଢ଼େଇ, ଏବଂ ପତଙ୍ଗ ସହିତ କଥାବାର୍ତ୍ତା କରିବାରେ ମୁଁ ଅଭ୍ୟସ୍ତ ଓ ସେଇଟା ମୋର ଖୁବ୍ ପ୍ରିୟ। କିନ୍ତୁ ଅସୁବିଧା ହେଉଛି ମଣିଷକୁ ନେଇ ମୋର ଧାରଣା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍‌ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍‌ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ ।…

ଭାଷା ଭାଗବତ : ଭିଡ଼ର ଅଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭିଡ଼ରେ ସଭିଏଁ କହଂତି କେହି ବି ଶୁଣି ନ ପାରଂତି ଅନେକେ ହୋଇ ଏକମେଳ ସୃଷ୍ଟି କରଂତି କୋଳାହଳ ମିଳେନି କିଛି ଫଳାଫଳ ତେବେ ବି ହରାଇ ସଂବଳ ସଭିଏଁ କରି ଚଳାଚଳ ଅଂଗରୁ ନିଗାଡ଼ଂତି ଝାଳ ଲୋକଂକ ଏମିତି ସ୍ବଭାବ ଯୋଗୁଁ ହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଭିତରେ ବାର ଅନୁସାରେ ଏକାଦଶୀ ନୀତି ପାଳନ ଆଲୋଚନା ଭିତରେ ଆମେ ଜାଣିଲେ ସୋମବାର କଥା। ଆଜି ଜାଣିବା ଗୁରୁବାର ଦିନ ଏକାଦଶୀ ପଡ଼ିଲେ କି କି…

ପଞ୍ଚାୟତ ନିର୍ବାଚନରେ ହିଂସା, ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କୋଲକାତା: ବୁଧବାର କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅନ୍ତିମ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିର୍ବାଚନ ସହ ଜଡିତ ସମସ୍ତ ଭିଡିଓ ନ ଦେଖିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିବା ଉଚିତ…

ଗୁଗୁଲ୍ ମ୍ୟାପ୍‌ରେ ରାସ୍ତା ଦେଖିବା ମହଙ୍ଗା ପଡିଲା : ବାଇକ୍ ନଦୀ ଭିତରେ ନେବାକୁ ପଡିଲା

ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି ।…

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ…