Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କୁ ଝଟକା, ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କଲେ ସୁପ୍ରମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା। ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି। ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। କେନ୍ଦ୍ର ସରକାର ଲଗାତାର ତୃତୀୟ ଥର ପାଇଁ…

କିଏ କାହା ପାଇଁ ଲଜ୍ଜିତ ? ଟୁଇଟରରେ ଅପରାଜିତା-ଶ୍ରୀମୟୀଙ୍କ ଜବାବ ସୁଆଲ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ ନାଁରେ ଏସଏଚଜି…

ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ: ଜାଣନ୍ତୁ ଏହି ପିଠର ମାହାତ୍ମ୍ୟ..

କେନ୍ଦ୍ରାପଡ଼ା (ଓଡିଶା ସମ୍ବାଦ) : ପୁରାଣ ବର୍ଣ୍ଣିତ ଅନୁସାରେ ପବିତ୍ର ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ହେଉଛି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ l ଏହି ନଦୀକୂଳରେ ପୁରାଣ ବର୍ଣ୍ଣିତ ଅନୁସାରେ ଅବସ୍ଥିତ ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ l ଏହି କୁଦାନଗରୀ ପିଠ କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର…

ଚୀନକୁ ଟକ୍କର ଦେବା ପାଇଁ ଟାଟା ପ୍ରସ୍ତୁତ, କମ୍ପାନୀ ତିଆରି କରିବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପ୍ରସିଦ୍ଧ ବ୍ୟବସାୟୀ ରତନ ଟାଟାଙ୍କ ଟାଟା ଗ୍ରୁପ ଖୁବ୍ ଶୀଘ୍ର ମୋବାଇଲ୍ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ଟାଟା ଗ୍ରୁପ୍ ଖୁବ ଶୀଘ୍ର ଆଇଫୋନ୍ ତିଆରି ଆରମ୍ଭ କରିବ ବୋଲି ସୂଚନା ରହିଛି। କମ୍ପାନୀ ଆପଲ୍ ଯୋଗାଣକାରୀ ୱିଷ୍ଟ୍ରନ୍ କର୍ପ ସହିତ ଆଲୋଚନା…

ବିଶ୍ୱର ରହସ୍ୟମୟ ସ୍ଥାନ; ଯାହାର ରହସ୍ୟ ଭେଦ କରିପାରିନାହିଁ ବିଜ୍ଞାନ

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ,…

ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ବଡ଼ବିଲରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସ ଉଦଘାଟିତ

ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସର ଉଦଘାଟନ କରିଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ୍ ଦ୍ୱାରା…

ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ; ସମସ୍ତ ଯାତ୍ରୀ ମୃତ

କାଠମାଣ୍ଡୁ:ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ । ହେଲିକପ୍ଟରରେ ଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ  । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର 9NMV ହେଲିକପ୍ଟର ସହ  ସକାଳ ପ୍ରାୟ ୧୦ଟା ୧୨ ମିନିଟରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେତେବେଳକୁ ବିମାନ ୧୨ ହଜାର…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା, ବଙ୍ଗଳା ଛାଡି ଆସାମରେ ଆଶ୍ରୟ ନେଲେ ୧୩୩ ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡରେ ଭୟଭୀତ ହୋଇ ଅନେକ ଲୋକେ ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ ଆଶ୍ରୟ ନେଇଛନ୍ତି। ନିଜର ସୁରକ୍ଷା କଥା ଚିନ୍ତା କରି ବଙ୍ଗଳାର ପ୍ରାୟ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ : ୪ ହଜାର କୋଟି ଟଙ୍କାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ । ଆଜି ଏକ…

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି…