Latest Odisha News

BREAKING NEWS

ବୋମା ନିଷ୍କ୍ରିୟ ବେଳେ ଘଟିଲା ଅଘଟଣ, ଚାଲିଗଲା ହାବିଲଦାରଙ୍କ ଜୀବନ

କଟକ: ନିଷ୍କ୍ରିୟ ବେଳେ ଫୁଟିଲା ବୋମା। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଜବତ ହୋଇଥିବା ବୋମା ରଖାଯାଇଥିଲା ବେଳେ ଏହାକୁ ନିଷ୍କ୍ରିୟ କଲା ବେଳେ ଫୁଟିଥିଲା । ଯେଉଁ କାରଣରୁ ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ, କଟକ ସଦର…

ଦୁଇ ଓଡିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଦୁଇ ଓଡିଆ ପୁଅ । ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କଲେ ପଦ୍ମ ପୁରସ୍କାର । ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ଲୋକକଳା ଶବ୍ଦ ନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର…

ବୃନ୍ଦାବନର ଭଟ୍ଟଜୀ ମହଲରେ ଖେଳାଯାଏ ସ୍ଵତନ୍ତ୍ର ଢଙ୍ଗରେ ହୋଲି, ୪୦ଦିନ ପୂର୍ବରୁ ନିଜ ହାତରେ ପ୍ରସ୍ତୁତ କରିଥାଆନ୍ତି…

ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଏବେଠାରୁ ଚଳଚଞ୍ଚଳ ହେଲାଣି ଦେଶ । ବିଶେଷ କରି ମଥୁରା, ବୃନ୍ଦାବନରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ତେବେ ବ୍ରଜ୍ ଅଞ୍ଚର ହୋଲି ସମଗ୍ର ବିଶ୍ୱରେ ପ୍ରସିଦ୍ଧ | ବସନ୍ତ ପଞ୍ଚମି ଠାରୁ ରଙ୍ଗ ପଞ୍ଚମି ପର୍ଯ୍ୟନ୍ତ ବ୍ରଜମଣ୍ଡଳର ବିଭିନ୍ନ…

ପିଏମ ସୂର୍ଯ୍ୟଘରକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ପ୍ରତି ଘରକୁ ମିଳିବ ୭୮ହଜାରର ସବସିଡି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ମଞ୍ଜୁରୀ ମିଳିଛି…

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ

ଭୁବନେଶ୍ଵର; ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରିଛି । ହସ୍ପିଟାଲ କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ…

କିଏ ଏହି ଅବଦୁଲ କରିମ ଟୁଣ୍ଡା, ଯିଏ ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ

ନୂଆଦିଲ୍ଲୀ: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ଟୁଣ୍ଡାଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଜମେରର ଟାଡା କୋର୍ଟ । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ୧୯୯୩ରେ ହୋଇଥିବା ବୋମା…

ବଢିଲା ଏଚଆରଏମଏସ ପୋର୍ଟାଲରେ କର୍ମଚାରୀମାନଙ୍କ ତଥ୍ୟ ଅଦ୍ୟତନ କରିବାର ସମୟ ସୀମା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ(ପ୍ରୋଫାଇଲ୍ ଡାଟା) ଏଚଆରଏମଏସ୍ ପୋର୍ଟାଲରେ ଆବେଦନ ଅଦ୍ୟତନ(ଅପଡେସନ) କରିବା କାର୍ଯ୍ୟ ଆଗାମୀ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…

ହୋଲି ପୂର୍ବରୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆସିଲା ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଉପହାର । ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ୟବତମାଳ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଧନରାଶୀ ବଣ୍ଟନ କରିଛନ୍ତି ।…

ସନ୍ଦେଶଖାଲି କାଣ୍ଡ: ମମତା ସରକାରଙ୍କ ବଡ ନିଷ୍ପତି, ଶାହାଜାହାନ ଶେଖ୍ ମାମଲାର ଯାଞ୍ଚ କରିବେ ସିଆଇଡି

କୋଲକାତା; ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ମାମଲାରେ ଏକ ବଡ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଶାହାଜାହାନ ଶେଖ ମାମଲାର ତଦନ୍ତକୁ ସିଆଇଡି ହାତକୁ ହସ୍ତାନ୍ତର କରିଛନ୍ତି ସରକାର । ସନ୍ଦେଶଖାଲି ଘଟଣା ପୁରା ଦେଶରେ ହଇଚଇ…

ସବୁଠୁ ଶକ୍ତିଶାଳି ୧୦୦ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୋଦୀ, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଅମିତ୍ ଶାହା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ମୋଷ୍ଟ ପାୱାରଫୁଲ୍ ଭାରତୀୟ ୨୦୨୪ ତାଲିକା । ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ପ୍ରସିଦ୍ଧ…