Latest Odisha News

BREAKING NEWS

ଲକ୍ଷ୍ୟ ପୂରଣ କଲେ ଲକ୍ଷ୍ୟ ସେନ, ଜିତିଲେ କାନାଡା ଓପନ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ କାନାଡା ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଲ ଇଂଲଣ୍ଡ ଚାମ୍ପିୟନ ଚୀନର ଲି ଶୀ ଫେଙ୍ଗଙ୍କୁ ପରାସ୍ତ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଲକ୍ଷ୍ୟ ୨୧-୧୮ ଓ ୨୨-୨୦ରେ ଜିତିଥିଲେ । ୨୦୨୩ରେ ଏହା…

ସାନିଟାଇଜରରେ ଲାଗିଗଲା ନିଆଁ: ବସ୍ଫୋରଣରେ ଦୁଇ ଭଉଣୀ ଗୁରୁତର

କେନ୍ଦ୍ରାପଡ଼ା: ସାନିଟାଇଜର ଡବାରେ ଲାଗିଗଲା ନିଆଁ । ନିଆଁରୁ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଦୁଇ ଭଉଣୀ ଗୁରୁତର ହୋଇ ପଡିଛନ୍ତି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ । ଆଳି ବ୍ଲକ ଗୋବିନ୍ଦପୁର ଗାଁରେ  ଆଜି ସକାଳ…

ଶ୍ରାବଣ ପ୍ରଥମ ସୋମବାର: ଏପଟେ ଶୁଭୁଛି ହରହର ବମ…ସେପଟେ ମନ୍ଦିର ଭିତରେ ଆଖି ବୁଜିଦେଲେ କାଉଡ଼ିଆ

ଭୁବନେଶ୍ୱର:  ଶ୍ରାବଣ ମାସ ପ୍ରଥମ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ । ମହାଦେବଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡିଆଙ୍କର ଲାଗିଥିଲା ଲମ୍ବାଧାଡି । ସାରା ଏକାମ୍ର କ୍ଷେତ୍ରରେ ଗୁଞ୍ଜରି ଉଠୁଥିଲା ହର ହର ମହାଦେବ ସ୍ୱର  ।   କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିର,…

ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଫେଲ୍-ଏମ ଯୁଦ୍ଧ ବିମାନ ପାଇଁ ହେବ ସାମରିକ ଚୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩ ରୁ ୧୪ ମଧ୍ୟରେ ଫ୍ରାନ୍ସ ଗସ୍ତ କରିବେ। ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ଟି ରାଫାଲ୍ (ସମୁଦ୍ର ଯୁଦ୍ଧ ବିମାନ) ବିମାନ କ୍ରୟ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହେବ ବୋଲି…

ବରଗଡ଼ରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା: ପାଣି ନାଁ ରେ ପିଉଛନ୍ତି ଜହର

ବରଗଡ଼: ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ସ୍ଵଚ୍ଛ ପାନୀୟ ଜଳ ଯୋଗେଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡରେ ମେଗା ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ଫଳପ୍ରଦ ହୋଇପାରୁନାହିଁ ସରକାରକଙ୍କ…

ରାୟଗଡାରେ ସକ୍ରିୟ ହେଉଛନ୍ତି ମାଓବାଦୀ; ପୁଣି ବ୍ୟାନର ଓ ପୋଷ୍ଟର ଲଗାଇ ଦେଲେ ଚେତାବନୀ

ରାୟଗଡା: ରାୟଗଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ମାଓବାଦୀ । ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ  । ରାୟଗଡାର ଏକ କ୍ରସରରେ ପଶି ୯ଟି  ମେସିନ ଜାଳି ଦେଇଥିବାବେଳେ ଏବେ ଜିଲ୍ଲାରେ ମାରିଛନ୍ତି ଧମକପୂର୍ଣ୍ଣ ପୋଷ୍ଟର ।  ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି…

ଥାନା ପରିସରରେ ମଦ୍ୟପ ପୋଲିସ କନଷ୍ଟେବଲଙ୍କ ଉନ୍ମତ୍ତ କାଣ୍ଡ

ଭଦ୍ରକ:ଥାନା ପରିସରରେ ମଦପିଇ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ ।  ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ କର୍ମଚାରୀଙ୍କ ଉପରକୁ ହାତ ଉଠାଇଲେ  । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଥାନା ପରିସରରେ। ଭିଡିଓରେ ଦେଖିବାକୁ…

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ସଡ଼କ ଦୁର୍ଘଟଣାରେ ଡିଭିଏଫ୍ ଯବାନ ମୃତ

ମାଲକାନଗିରି: ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ଯବାନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ…

ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ: ପଶ୍ଚିମବଙ୍ଗରେ ଆଜି ସାନି ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ ଆରମ୍ଭ କରିଛନ୍ତି। ହିଂସା କାରଣରୁ ମତଦାନ ରଦ୍ଦ କରାଯାଇଥିବା ବୁଥ ଗୁଡିକରେ ଆଜି ପୁଣି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।…