ଗାଁ ଲୋକଙ୍କୁ ଧନୀ କରିଦେଲେ ବ୍ୟକ୍ତି: ପ୍ରତ୍ୟେକ ପରିବାରକୁ ଦେଲେ ୫୭ ଲକ୍ଷ ଟଙ୍କା
କୋରିଆ: ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖି ହୋଇଯାଆନ୍ତି । ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଦକ୍ଷିଣ କୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ସେ ଏମିତି କିଛି କରିଛନ୍ତି,…