Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ଼ ପାଣିଜାହାଜ : ଭିତରେ ରହିଛି ଆଶ୍ଚର୍ଯ୍ୟଜନକ ସୁବିଧା ସୁଯୋଗ

ଫିନଲାଣ୍ଡ: ଯଦି ଆପଣ ହଲିଉଡ଼ ତିଆରି ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ସିନେମା ପ୍ରଳୟ ୨୦୧୨ ଦେଖିଥିବେ ସେଥିରେ ଗୋଟିଏ କଥା ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଥିବ । ସେ ଚଳଚ୍ଚିତ୍ରରେ ପୃଥିବୀ ଧ୍ୱଂସ ପାଇବାକୁ ଯାଉଥିବା ବେଳେ ଗୋଟିଏ ପାଣି ଜାହାଜ ଜରିଆରେ ମାନବ ସମାଜର ଅସ୍ମିତକୁ ବଞ୍ଚାଇ ରଖିବା ପାଇଁ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଠିକ ସମୟରେ ପେନସନ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକ କାଗଜ ପତ୍ର ପୂରଣରେ…

ମେଡିକାଲ କଲେଜର ଛାତ୍ର କଲ୍ୟାଣ ପାଣ୍ଠିକୁ ସରକାର ଦେବେ ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ମେଡିକାଲ କଲେଜ ଓ ଡେଣ୍ଟାଲ କଲେଜର ଛାତ୍ର କଲ୍ୟାଣ ପାଣ୍ଠି ପାଇଁ ୮ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଏହି ପାଣ୍ଠି…

ମୋଦୀ ସରକାର ରେଲଓ୍ବେର ସୁରକ୍ଷାକୁ ଗୁରୁତ୍ୱ ଦେଉନି: ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ରେଲଓ୍ବେ ସୁରକ୍ଷା ପ୍ରସଙ୍ଗ ଉଠାଇ ବର୍ଷିଛି। ଦଳ କହିଛି ଯେ ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ପାଇଁ, ବୁଲେଟ୍ ଟ୍ରେନ ପାଇଁ ସରକାର ଯେତିକି ଉତ୍ସାହ ଦେଖାଉଛନ୍ତି ସମାନ ପ୍ରକାର ଆଭିମୁଖ୍ୟ ରେଳ ସୁରକ୍ଷା ଉପରେ ଦେଉ…

ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ଗାଁରୁ ବାସନ୍ଦ ପରିବାର, ପୁଲିସ ଶୁଣୁନଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରହୁଥିବା ଏକ ପରିବାରର ଜଣେ ଝିଅ ଜାତି ବାହାରେ ବିବାହ କରିବା ପରେ ତାଙ୍କ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ ରହୁଥିବା ରମ୍ଭା ଦଳେଇଙ୍କ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ଅନ୍ୟ ଜାତିର…

ମହାପ୍ରଭୁଙ୍କ ନାଁରେ ଅନ୍ ଲାଇନ ଠକେଇ, ଉତ୍ସବ ପରେ ଯୋଡ଼ିହେଲା ‘ଶାଲିଗ୍ରାମ ଶାଳ’

ପୁରୀ: ଜଗନ୍ନାଥଙ୍କ ନାଁରେ ଭକ୍ତଙ୍କୁ ଠକିବା ପାଇଁ ସୋସିଆଲ ମିଡିଆ ଏବେ ଠକେଇକାରୀଙ୍କ ନୂଆ ପ୍ଲାଟଫର୍ମ ପାଲଟିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ବାହାନାରେ ‘ଶାଲିଗ୍ରାମ ଶାଳ’ ନାମକ ଏକ ନୂଆ ଓ୍ବେବସାଇଟ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା…

ମହାରାଷ୍ଟ୍ର ଭଳି ଓଡ଼ିଶାରେ ରାଜନୈତିକ ହଟଚମଟ ହେବ କି? ଜବାବ ରଖିଲେ ତାରା

ଭୁବନେଶ୍ୱର: ରବିବାର ହଠାତ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ହଟଚମଟ ହେଲା ବା ସ୍ଥିତି ଉପୁଜିଲା, ସମାନ ଅବସ୍ଥା ଓଡ଼ିଶା ରାଜନୀତିରେ ହେବ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ବାହିନୀପତି। ଯେଉଁଠି ବିଜେପି ଦୁର୍ବଳ ହେଉଛି କିମ୍ବା ପ୍ରତିପକ୍ଷ ଦଳକୁ ଦୁର୍ବଳ…

ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନ୍ସେସ ତରଫରୁ ୨ ଜୁଲାଇ ୨୦୨୩ରେ  କମ୍ୟୁନିଟି ଡାଇଗ୍ନୋସ୍ଟିକ ସେଣ୍ଟରରେ ଏକ ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ ଓ ଲୋକାର୍ପଣ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ସମ୍ ପ୍ରଫେସର ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ

ଭୁବନେଶ୍ୱର: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ…

‘ବାହାନଗା ଦୁର୍ଘଟଣାର ପୁନରାବୃତ୍ତି ହେବ’: ଅଜ୍ଞାତ ବ୍ୟକ୍ତିର ଧମକପୂର୍ଣ୍ଣ ଚିଠି, ସତର୍କ ହେଲା ରେଳବାଇ

ହାଇଦ୍ରାବାଦ: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବା ଏସସିଆର ଏକ ଧମକପୂର୍ଣ୍ଣ ଅଜ୍ଞାତ ଚିଠି ପାଇଛି। ଯେଉଁଥିରେ ହାଇଦ୍ରାବାଦ-ଦିଲ୍ଲୀ ରେଳପଥରେ ଟ୍ରେନ୍ ଦୁର୍ଘଟଣା ଘଟିବା ନେଇ ଧମକ ଦିଆଯାଇଛି। ଜୁନ୍ ୩୦ରେ ମିଳିଥିବା ଏହି ଚିଠିରେ ବାଲେଶ୍ବର ବାହାନଗା ପରି ଟ୍ରେନ୍ ଦୁର୍ଘଟଣା ହେବ ବୋଲି ଉଲ୍ଲେଖ…