ସଲମାନଙ୍କ ବିବାହ ପାଇଁ ମାନସିକ ରଖିଲେ ରାକ୍ଷୀ: ଚପଲ ପିନ୍ଧିବା ଛାଡିଦେଲେ
ମୁମ୍ବାଇ: ବଳିଉଡ଼ର ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାକ୍ଷୀ ସାୱନ୍ତ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ତାହାପୁଣି ଖାଲି ପାଦରେ । ଦର୍ଶକ ଓ ପାପାରାଜିମାନେ ଖାଲିପାଦରେ ଯିବାର କାରଣ ପଚାରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ସଲମାନ ଖାନ୍ଙ୍କ…