ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଲା ନାହିଁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ
ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୱେଷ୍ଟଇଣ୍ଡିଜ ଯୋଗ୍ୟତା ହାସଲ କରିପାରି ନାହିଁ । ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲାଣ୍ଡ ନିକଟରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିଲା । ୧୯୭୫, ୧୯୭୯ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିବା ବେଳେ…