କେଉଁ ଦିନ ଘରକୁ ଗ୍ୟାସ ଚୁଲା ଆଣିଲେ ବଢ଼େ ସୁଖସମୃଦ୍ଧି, ଜଣନ୍ତୁ କ’ଣ କହୁଛନ୍ତି ବାସ୍ତୁ ଶାସ୍ତ୍ରବିତ୍…
ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ଅନେକ ମହତ୍ତ୍ୱ ରଖିଥାଏ । ବାସ୍ତୁ ଅନୁଯାୟୀ ସମସ୍ତ ନିୟମ ପାଳନ କରିବା ଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଆମକୁ ସଫଳତା ମିଳିଥାଏ । ଏତଦବ୍ୟତୀତ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ ବୋଲି ଧରାଯାଏ ।…