ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ମୌସିମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ ୨୦ ତାରିଖରୁ । ଜୁଲାଇ ୨୦ ତାରିଖରୁ ମୌସୁମୀ ଅଧିବେଶନ ସଂସଦର ନୂଆ ଭବନରେ ଚାଲିବ । ଏହି ଅଧିବେଶନ ଅଗଷ୍ଟ ୧୧ ଯାଏଁ ୨୩ ଦିନ ଧରି ଚାଲିବ ବୋଲି ଶନିବାର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।…