Latest Odisha News

BREAKING NEWS

ପୂର୍ବତଟ ରେଳପଥର ପଦକ୍ଷେପ, ବଢିଲା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧି

ଭୁବନେଶ୍ୱର: ନିୟମିତ ଟ୍ରେନରେ ଯାତ୍ରୀଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବଢିଲା ସ୍ୱତନ୍ତ୍ର ଟ୍ରେନ ସେବା। ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରାଯାଇଛି।…

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା  ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ ତୁମ ଗୁଣରେ ବନ୍ଧା ପଡ଼ିଛି ଅହଂକାର କୁ କରଜ ଦେଇ ମୁଁ ପଣତ ତଳେ ଆଶ୍ରା ନେଇଛି। ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି ତଟିନୀ ପ୍ରାୟେ ସେ ବୋହିଯାଉଅଛି ରୋକନାହିଁ କେବେ ବି ତାକୁ କଳ କଳ ନାଦ ତା’ର ଭଲ ଲାଗୁଛି।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତମେ କ'ଣ କିଛି ଖାଇବ ବୀରା?”, ଏ ପ୍ରଶ୍ନର ଉଚାରରେ ମୁଣ୍ଡ ହଲେଇ ବୀରାnମନା କରୁଥିଲେ ବି ରୋହାନ୍ ତିନି ପ୍ଲେଟ୍ ଜଳଖିଆ ପାଇଁ ୱେଟର୍‌କୁ ବରାଦ ଦେଇ ସେnଦୁହିଁଙ୍କୁ ସାଙ୍ଗରେ ଧରି ଜାହାଜର ମୁଖ୍ୟ ପ୍ରବେଶ ଦ୍ୱାର…

ଭାଷା ଭାଗବତ : ଜ୍ଞାନ ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ପ୍ରସାରିତ ହେଲେ ହିଁ ସାହିତ୍ୟର ହିତ ହୋଇଲେ ସାହିତ୍ୟ-ରହିତ ଭାଷାଟେ ନୁହେ ସୁରକ୍ଷିତ କେବଳ କଥାବାର୍ତା ବଳେ ଭାଷାଟେ ଧ୍ବନି ହୋଇ ଚଳେ ଧ୍ବନି ଯେହେତୁ କ୍ଷୀଣଜୀବୀ ଭାଷାଟେ ହୁଏନି ପ୍ରଭାବୀ ସକଳ ପ୍ରକାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧିକୁ ଉପସ୍ଥାପନା କଲା ବେଳେ ଲାଗୁଛି ଆମେ କେଉଁ ରାଜାଧିରାଜ ମଣିଷ ମାନଙ୍କ ଦୈନଦିନ କର୍ମଗୁଡିକ ହିଁ ଆଲୋଚନା କରୁଛେ । ସବୁତ ଠିକ ମଣିଷ ପରି…

ମନ୍ତ୍ରୀ ବାଲାଜୀଙ୍କ ବରଖାସ୍ତ ନିଷ୍ପତ୍ତି ଉପରେ ସାମୟିକ ରୋକ୍

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ତାମିଲନାଡୁର ମନ୍ତ୍ରୀ ଭି ବାଲାଜୀଙ୍କୁ ବିଳମ୍ବିତ ରାତିରେ ରାଜ୍ୟପାଳ ଆର.ଏନ୍ ରବିଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଥିଲା। ଏବେ କିନ୍ତୁ ବିଳମ୍ବିତ ରାତିରେ ରାଜ୍ୟପାଳ ଏକ ଚିଠି ଜାରି କରିଛନ୍ତି ଯେଉଁଥିରେ…

ଦେଶରେ ବଢୁଥିବା ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କଲେ ଶରଦ ପାୱାର

ମୁମ୍ବାଇ: ଦେଶରେ ବଢୁଥିବା ଧାର୍ମିକ ଅଶନ୍ତୋଷ ପାଇଁ ବିଜେପିକୁ ମୋଦୀଙ୍କୁ ଦାୟୀ କଲେ ଏନ୍‌ନସିପି ମୁଖ୍ୟ ଶରଦ ପାୱାର। ଗୁରୁବାର ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାରଙ୍କୁ ମୀରା ରୋଡସ୍ଥିତ ସୋସାଇଟିକୁ ବୋଦା ନେଇ ଆସିବା ଘଟଣାରେ ପ୍ରଶ୍ନ କରିବାରୁ ପାୱର ବିଜପିକୁ ଟାର୍ଗେଟ୍ କରିଥିଲେ।…

ମଣିପୁରରେ ପୁଣି ହିଂସା: ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ବିଜେପି ଅଫିସ୍ ଉପରେ ଟାର୍ଗେଟ୍

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଥିବା ବେଳେ ପୁଣି ହିଂସା ତେଜିଛି। ଇମ୍ଫାଲ୍ ହାର୍ଟ୍‌ କୁହାଯାଉଥିବା ଖୱାରିବନ୍ଦ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଭିଡ଼ ଘୌଡ଼ାଇବାକୁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ବର୍ତ୍ତମାନ ସ୍ଥିତି ଉତ୍ତେଜନପୂର୍ଣ୍ଣ…

ଜୁଲାଇ ୩ରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମୋଦୀ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ କେନ୍ଦ୍ରମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ଏହି ବୈଠକ ଦିଲ୍ଲୀର ପ୍ରଗତି ମଇଦାନର ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁଠାରେ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବୁଧବାର…

ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଆଜାଦ ସମାଜ ପାର୍ଟି-କାଂଶିରାମର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁରୁବାର (ଜୁନ୍ ୨୯) ସାହାରନପୁରର ଏସବିଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଆଜାଦ ବୁଧବାର ସାହାରନପୁରର ଦେଓବନ୍ଧଧରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲେ। ଏଥିରେ ସେ ସାମାନ୍ୟ ଆହତ ହେବାରୁ ତାଙ୍କୁ ଡାକ୍ତରଖାନାରେ…