Latest Odisha News

BREAKING NEWS

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି…

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କଣ କରିବା ଉଚିତ ! ସିକ୍ରେଟ୍ ସେୟାର କଲେ ଭିକି କୌଶଲ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'ର ସଫଳତାକୁ ଉପଭୋଗ କରୁଛନ୍ତି। ତାଙ୍କର ଯୋଡି ପ୍ରଥମ ଥର ପାଇଁ ସାରା ଅଲି ଖାନଙ୍କ ସହିତ କରାଯାଇଥିଲା ଏବଂ ଲୋକମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଛନ୍ତି। ଲକ୍ଷ୍ମଣ ଉତେକରଙ୍କ ଏହି ଚଳଚ୍ଚିତ୍ର ଜୁନ୍…

ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ୪୬ ଦିନରେ ଓଭରାଲ ୪୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ…

ଟେଲିଭିଜନରେ ପୁଣି ପ୍ରସାରଣ ହେବ ରାମାନନ୍ଦ ସାଗରଙ୍କ ‘ରାମାୟଣ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ କ୍ରିତି ସାନନ୍‌ଙ୍କ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ବିବାଦ ଜାରି ରହିଛି। ନିର୍ମାତାଙ୍କୁ ଫିଲ୍ମର ଭିଏଫଏକ୍ସକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଫିଲ୍ମର ସଂଳାପ ଏବଂ ତାରକାଙ୍କ ପୋଷାକ ମଧ୍ୟ ବିବାଦରେ ରହିଥିଲା। ରାବଣର ଲୁକ୍…

ପାଇଲଟ ଚାକିରି ଛାଡ଼ିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ; ବାପାଙ୍କ ଆସନରୁ ଲଢିବେ !

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଚାକିରି ଛାଡିଲେ । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।  ଚାକିରି ଛାଡିବା ନେଇ ଆଜି ଘୋଷଣା କରିଛନ୍ତି ନିଜେ ମନ୍ମଥ । ତେବେ କାହିଁକି ଚାକିରି ଛାଡିଲେ ମନ୍ମଥ ? ଏ…

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪ ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ'ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ…

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ…

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ…

ଆସାମରେ ହ୍ରାସ ପାଇବ କି ମୁସଲମାନ ସଂଖ୍ୟାଗରିଷ୍ଠତା !

ଗୌହାଟି: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବା ବେଳେ ଆସାମରେ ଆସନ ସଂଖ୍ୟାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା। ନିର୍ବାଚନ ଆୟୋଗ ସପ୍ତାହ ତଳେ ଆମାସ ପାଇଁ ପରିସୀମା ନିର୍ଦ୍ଧାରଣ ପ୍ରସ୍ତାବର ଡ୍ରାଫ୍ଟ ପ୍ରକାଶ କରିଥିଲେ। ନିର୍ବାଚନ ଆୟୋଗ…

ରାଷ୍ଟ୍ରପତିଙ୍କ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଫଟୋକୁ ନେଇ ବିବାଦ କାହିଁକି?

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ ତାରିଖରେ ନୂଆଦିଲ୍ଲୀର ହଜଖାସ୍ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ଅବସରରେ ଯାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଦିନ ତାଙ୍କର ଜନ୍ମଦିନ ମଧ୍ୟ ଥିଲା। ରାଷ୍ଟ୍ରପତି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଜୁହାର…