ପାଇଲଟ ଚାକିରି ଛାଡ଼ିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ; ବାପାଙ୍କ ଆସନରୁ ଲଢିବେ !
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଚାକିରି ଛାଡିଲେ । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଚାକିରି ଛାଡିବା ନେଇ ଆଜି ଘୋଷଣା କରିଛନ୍ତି ନିଜେ ମନ୍ମଥ ।
ତେବେ କାହିଁକି ଚାକିରି ଛାଡିଲେ ମନ୍ମଥ ? ଏ…