ହ୍ୱାଇଟ ହାଉସ ନୈଶଭୋଜିରେ ମୁକେଶ ଓ ନୀତା ଅମ୍ବାନୀ; ବେଶ, ପୋଷକରେ ଥିଲା ଭାରତୀୟ ସଂସ୍କୃତିର ଝଲକ
ୱାଶିଂଟନ: ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ…