ଯୋଗ ଦିବସକୁ ନେଇ ରାଜନୀତି; ନେହରୁଙ୍କ ଫଟୋ ଛାପି ପ୍ରଶଂସା ଦାବି କଲା କଂଗ୍ରେସ, ଜବାବ ଦେଲେ ଶଶୀ ଥରୁର
ନୂଆଦିଲ୍ଲୀ:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଯୋଗକୁ ଆନ୍ତର୍ଜାତିକ ମାନ୍ୟତା ଦେବାରେ ମୋଦିଙ୍କ ଭୂମିକାକୁ ସାରା ବିଶ୍ୱ ଜାଣେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସରେ ନ୍ୟୁୟର୍କରୁ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ…