ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ
ସଙ୍ଗୀତ ଓ ଗାୟନ : ଅକ୍ଷୟ ମହାନ୍ତି
ଗୀତ : ବିନୋଦିନୀ ଦେବୀ
ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫
ରକତ ଟଳମଳ ଖଇର ପାଞ୍ଚପଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି…