Latest Odisha News

BREAKING NEWS

ଦୁର୍ଘଟଣା ପରେ ଦୁର୍ଗନ୍ଧ ବାହାରୁଥିବା ଟ୍ରେନ ବଗିରେ ଶବ ନୁହେଁ, ଥିଲା ୩ ଟନ୍ ପଚା ଅଣ୍ଡା

ବାହାନଗା: ଟ୍ରେନ ଦୁର୍ଘଟଣା ଘଟିଥିବା ବାହାନଗା ରେଳ ଷ୍ଟେସନରେ ଏକ ବଗି ଭିତରେ ମୃତଦେହ ଥିବା ନେଇ ହେଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ରେଳ ଅଧିକାରୀମାନେ ଏହି ଦୁର୍ଗନ୍ଧ ପଛର ପ୍ରକୃତ କାରଣ ଉନ୍ମୋଚନ କରିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର…

କିଟରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି କିଟରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ,…

କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ ନୂତନ ଡ୍ରଗ୍ ବିକାଶ ଦିଗରେ ଗବେଷଣା ଜାରି

ଭୁବନେଶ୍ୱର: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ…

ଟ୍ରେନ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ବିଦେଶ ବୁଲା: ବର୍ଷିଲା ବିଜେପି, ଗସ୍ତ ସପକ୍ଷରେ ଯୁକ୍ତି ବାଢିଲେ ସୋର…

ଭୁବନେଶ୍ୱର: ଗତ ଜୁନ୍ ୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ସାରା ଦେଶ ଓ ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ତା'ପର ଦିନ ମନ୍ତ୍ରୀ ଓ…

ସଲମାନଙ୍କୁ ପସନ୍ଦ ଆସିଲାନି ଦବଙ୍ଗ ୪ର ସ୍କ୍ରିପ୍ଟ

ମୁମ୍ବାଇ: ଦବଙ୍ଗ ୪ ପାଇଁ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ମୁତାବକ ଦବଙ୍ଗ ୪ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍କ୍ରିପ୍ଟ ସଲମାନ ଖାଁଙ୍କୁ ପସନ୍ଦ ଆସି ନାହିଁ । ଲେଖକ ତଥା ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଯେଉଁ ସ୍କ୍ରିପ୍ଟ ପସନ୍ଦ କରିଥିଲେ ତାହାକୁ…

ଏମିତି ମଡ଼େଲ: ଯିଏ ଗୋଡ଼ର କେଶ ଦେଖାଇ କରନ୍ତି ରୋଜଗାର

ଫିଲିଫାନ୍ସ: ପ୍ରତ୍ୟେକ ଲୋକ ଟଙ୍କା ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି । ହେଲେ ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି । ଏବେ ଜଣେ ଯୁବତୀ ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଭିଡ଼ିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ…

‘ରେଢ଼ାଖୋଲ ରାଜନୀତି’, ରୋହିତ ହାରିଲେ ଆସଫ ଜିତିଲେ!

ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ପୂର୍ବରୁ ଯେତେବେଳେ ବି…

ଝିଅର ଜନ୍ମ ଦିନରେ ମାଆ ଦେଲେ ସିଗାରେଟ୍ ପ୍ୟାକେଟ ଉପହାର

ସ୍ପେନ: ଗୋଟେ ପିଲା ପାଇଁ ତା ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମା ନିଜ ସନ୍ତାନର କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ତା ଉପରେ ନଜର ରଖିଥାଏ । କୌଣସି ମା ନିଜ ସନ୍ତାନ ପାଇଁ ଭୁଲ ନିଷ୍ପତ୍ତିି ନେଇପାରିବ ନାହିଁ । କିନ୍ତୁ ଆଜିର ଦୁନିଆରେ ସବୁକିଛି ସମ୍ଭବ । ପୂର୍ବରୁ ପିଲାମାନେ…

ବ୍ରାଡମ୍ୟାନ, ବର୍ଡରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶାର୍ଦ୍ଦୁଳ

ଲଣ୍ଡନ: ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଅଲ ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଶାର୍ଦ୍ଦୁଳଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଥିଲା । ସେ ୫୧ ରନର…

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ…