Latest Odisha News

BREAKING NEWS

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯୁଗ୍ମାକ୍ଷରରେ ରେଫ ଚିହ୍ନ ଦେବାକୁ ନାହିଁ ତ ବାରଣ ବଳୁଛି ଯାହାଂକର ମନ କରଂତୁ ଏପରି ଲିଖନ: ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ ନିର୍ଲ୍ଲଜ ଅଥବ ନିର୍ମ୍ମଳ ନିଜେ ବୁଝଂତୁ ଫଳାଫଳ…

ମୃତ୍ୟୁର ଦୁଇ ଦିନ ପରେ ମୃତକଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୃତ୍ୟୁର ଦୁଇ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଲା "ଚିକିତ୍ସା ଏବଂ ମାନବ ଅଧିକାର" ଆଧାରରେ ଅସ୍ଥାୟୀ ଜାମିନ। ଏକ ଠକେଇ ମାମଲାରେ ଗିରଫ ହୋଇଥିବା ୬୨ ବର୍ଷିୟ ବ୍ୟକ୍ତିର ମୃତ୍ୟୁ ପରେ ମୁମ୍ବାଇ କୋର୍ଟ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ମେ ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ…

ଆତଙ୍କବାଦୀ ସହଯୋଗୀଙ୍କ ୧୦ଟି ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କାନାଡାରେ ରହୁଥିବା ଆତଙ୍କବାଦୀ ଅର୍ଶଦୀପ ଡାଲାର କିଛି ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପଞ୍ଜାବ ଏବଂ ହରିୟାଣାରେ ସେମାନଙ୍କ ସହ ଜଡିତ ୧୦ ଟି ସ୍ଥାନରେ ଚଢାଉ କରିଛି। ଏନେଇ ଜଣେ ଅଧିକାରୀ ସୂଚନା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ…

ସ୍କୁଲ ବିକ୍ରି ପାଇଁ ପିଲା ଦେଇ ଦେଲେ ଅନ୍‌ଲାଇନରେ ବିଜ୍ଞାପନ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ଶିକ୍ଷା କେତେ ଜରୁରୀ ଓ ଏହାର ମହତ୍ୱ କେତେ ତାହା ଉଣା ଅଧିକେ ସବୁ ଅଭିଭାବକ ଜାଣନ୍ତି । କିନ୍ତୁ ଏକଥା ସ୍କୁଲ ଯାଉଥିବା ଅନେକ ପିଲାଙ୍କୁ ଅଜଣା ଥାଏ । ସ୍କୁଲରେ ଶୃଙ୍ଖଳିତ ନିୟମ ଓ ପାଠ ପଢିବା ପାଇଁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଉପସ୍ଥିତ ରହିବା ଆଦିକୁ ନେଇ…

ବାପାଙ୍କ ମୃତ୍ୟୁ ପରେ ମାଆଙ୍କୁ ମୁମ୍ବାଇ ଆଣିଲେ ଅଭିନେତା ଆୟୁଷ୍ମାନ

ମୁମ୍ବାଇ:ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ କ’ଣ ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆଉ ଯିଏ ଆମ ସହ ଅଛନ୍ତି ତାଙ୍କୁ ନେଇ ଆଗକୁ ବଢିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିକଟରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଅଷ୍ଟ୍ରେଲିଆ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ଏକ ରେକର୍ଡ ସହ ସମକକ୍ଷ ହେବା ପାଇଁ ଉଦ୍ୟମ କରିବେ । ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯…

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଁଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା, ଲାଭାର୍ଥୀଙ୍କ ସହ…

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ଦାବି

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୋଲୁ ଶ୍ରୀମନ୍ଦିରର ଚାରିଦ୍ୱାର । ଆଜି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରାଯାଇଛି । ପୁରୀବାସୀଙ୍କ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଦେଖି…