Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସୁନ୍ଦରଗଡ:ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି  ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି। ଶ୍ରୀ ବେହେରାଙ୍କର ସୁନ୍ଦରଗଡ଼…

ଫିଜିକାଲ ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା: ଖୋର୍ଦ୍ଧା ଡିଆରଏମ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଦଟଣାକୁ ନେଇ ବିସ୍ଫୋରକଣ ବୟାନ ଦେଇଛନ୍ତି ଖୋର୍ଦ୍ଧା ଡିଆର୍‌ଏମ୍। ସିଗ୍‌ନାଲ ଟାମ୍ପରିଂ ନେଇ ଦେଇଛନ୍ତି ଆଶ୍ଚର୍ଯ୍ୟକର ବୟାନ। କହିଛନ୍ତି ଯଦି କେହି ଫିଜିକାଲ ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ।…

ଅକ୍ସାଇ ଚୀନ ନିକଟରେ ଚୀନ କରୁଛି ହେଲିପ୍ୟାଡ, କ୍ୟାମ୍ପ, ହାଇୱେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ସହ ପୁଣି ମନମାନୀ ଆରମ୍ଭ କରିଛି ପଡୋସୀ ଦେଶ ଚୀନ। ଭାରତ ସହିତ ସୁସ୍ଥ ଏବଂ ଶକ୍ତିଶାଳୀ ସମ୍ପର୍କ ବିଷୟରେ ଆଲୋଚନା କରିବା ସତ୍ତ୍ୱେ ସର୍ବଦା ବିବାଦକୁ ଟାଣି ଆଣୁଠି ଚୀନ। ସୀମାରେ ପୁଣି ଷଡଯନ୍ତ୍ର ଚଳାଇଛି ଡ୍ରାଗନ। ବ୍ରିଟିଶ ଥିଙ୍କ୍ ଟ୍ୟାଙ୍କର ରିପୋର୍ଟ…

ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଚାଲିଛି ଡିଏନଏ ପରୀକ୍ଷା

 ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୪ ଦିନ ବିତିଗଲାଣି । ତଥାପି ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ଦିନକୁ ଦିନ ମୃତଦେହ ଚିହ୍ନଟ ଏକ ଚାଲେଞ୍ଜ ପାଲଟିଛି । ଏଣିକି ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶୁତୋଷ ବିଶ୍ୱାସ କହିଥିଲେ…

ପାଣି ପିଇବାକୁ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲା ହାତୀଛୁଆ, ଜେସିବି ଦ୍ୱାରା ଉଦ୍ଧାର

ବାଲେଶ୍ୱର: ପାଣି ଖୋଜି ଖୋଜି କୂଅ ପାଖେ ପହଞ୍ଚିଲା ହାତୀ ଛୁଆଟି । ହେଲେ ପାଣି ପିଇବ କ’ଣ କୂଅ ଭିତରେ ଫସି ରହିଲା ସାରା ରାତି । ଯେତେ ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ ସେତେ ପଙ୍କ ଭିତରେ ଫଶୁଥାଏ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୁଲଢିଆ ଅଭୟାରଣ୍ୟ ଅଂଚଳର ଗଡସାହି…

ସାଂସଦ ଅଭିଷେକଙ୍କ ଚ୍ୟାଲେଞ୍ଜ, ଇଡି ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବ ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ତୃଣମୂଳ କଂଗ୍ରେସର ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପରିବାରକୁ ଇଡି ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଜୁନ ୫ ତାରିଖରେ ସାଂସଦଙ୍କ ପତ୍ନୀ ରୁଜିରା ନରୁଲା ବାନାର୍ଜୀଙ୍କୁ ଅଧିକାରୀମାନେ ବିମାନବନ୍ଦରରେ ଅଟକ ରଖିଥିଲେ। ରୁଜିରା ତାଙ୍କ ଦୁଇ…

ପାକିସ୍ତାନ ଜେଲରୁ ୨୦୦ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଜେଲରୁ ମୁକ୍ତ ହେଲେ ଆଉ ୨୦୦ ମତ୍ସ୍ୟଜୀବୀ। ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ଭାରତୀୟ ମତ୍ସ୍ୟଜୀବୀମାନେ ଗୁଜୁରାଟର ବାସିନ୍ଦା। ସେମାନଙ୍କ ମଧ୍ୟରେ ଗୁଜୁରାଟର ସର୍ବାଧିକ ୧୭୧ ମତ୍ସ୍ୟଜୀବୀ ଅଛନ୍ତି। ଏହା ପରେ…

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଚ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଝଟକା। ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ କବି : ପଦ୍ମଲୋଚନ ସାହୁ ପ୍ରକାଶକ : ଲିପିକା , ଜଟଣୀ ପୃଷ୍ଠା : ୧୧୨ ମୂଲ୍ୟ : ୧୫୦ ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ।…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…