ପୋଲିସକୁ ଖୋଲା ଚାଲେଞ୍ଜ: ଥାନା ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା
ପାରାଦୀପ: ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ହତ୍ୟାକାଣ୍ଡ । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେଲେ ପୋଲିସ ଏହାର ସାମାନ୍ୟ ଟେର ପାଇ ନାହିଁ ।
ପାରାଦୀପ ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ…