Latest Odisha News

BREAKING NEWS

କର୍ମ : ପ୍ରକୃତିର ଉପାସନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ବ୍ୟକ୍ତି ନିଜର କର୍ମାନୁସାରେ ଫଳ ଭୋଗ କରିଥାଏ । ଉତ୍ତମ କାର୍ଯ୍ୟର ଉତ୍ତମ ଫଳ । ନିକୃଷ୍ଟ କାର୍ଯ୍ୟର ଫଳ ନିକୃଷ୍ଟ । ଯାହାର ଜୀବନ ଦର୍ଶନ ଉତ୍ତମ ସେ ସଫଳତା ଲାଭ କରେ । ପକ୍ଷୀ ଏବଂ ପିମ୍ପୁଡ଼ି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥାନ୍ତି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସିଡ଼୍ ସହ ଦେଖାହେବା ପରଠାରୁ ୟା ଭିତରେ ଅନେକ ସପ୍ତାହ ବିତି ଗଲାଣି । କେବଳ ବାବାମାମାଙ୍କ ସହ ଯୋଉ ଦିନ ସମୟ ବିତେଇବାକୁ ଚାହାଁନ୍ତି, ସେ ଦିନଗୁଡ଼ିକୁ ଛାଡ଼ିଦେଲେ, ଆଜିକାଲି ପ୍ରାୟ ସବୁଦିନ ବୀରା ଓ…

ଅନୁବାଦ କବିତା : ସମାଧିରେ ଶୋଇବ?

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ପୁରୀ ସମୁଦ୍ରକୁ ଛାଣି ଆଣିଛି ମୁଁ ଶାମୁକା ଗୋଟାଇ ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା ଫେଣର ମଧୁରତା ଆଣି ବିଛଣାରେ ଦେଇଛି ମେଲାଇ। ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି ଅବା ଲାଗି ରହିବନି କଳାଦାଗ କିଛି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ…

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।…

ଭାଷା ଭାଗବତ : ଏବର ମାଆ, ବାପା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଲାର ମାତା ଆଉ ପିତା ହୋଇଲେ ଭାଷା ରକ୍ଷାକର୍ତା ନିଶ୍ଚିହ୍ନ ହୋଇବ ଦୁଶ୍ଚିଂତା ପିଲେ ପାଇବେ ସ୍ବାଧୀନତା ଶିଶୁର ଜନନୀ, ଜନକ ହୋଇଲେ ସ୍ବେଚ୍ଛାରେ ଶିକ୍ଷକ ସହଜେ ମାତୃଭାଷା ଜ୍ଞାନ ଶିଶୁଟି କରଇ ଅର୍ଜନ ଛୁଆର ମାଆ ଆଉ…

ପୁଷ୍ପା ଟୁର ବସ ଦୁର୍ଘଟଣାର ଶିକାର, କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଟୁ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ସୁଟିଂ ଓଡ଼ିଶାର ସ୍ୱାଭିମାନ ଅଞ୍ଚଳ ସହିତ ଦେଶର ଅନ୍ୟ କେତକ ସ୍ଥାନରେ ଆରମ୍ଭ ହୋଇଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି…

ବିଚ ବଜାରରେ ପତ୍ନୀଙ୍କୁ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ, ସ୍ୱାମୀ ସମେତ ଚାରି ଗିରଫ

ଅହମଦାବାଦ: ସ୍ୱାମୀ ନାଁରେ କଳଙ୍କ। ସୈତାନ ସାଜିଲା ସ୍ୱାମୀ। ବିଚ ବଜାରରେ ପତ୍ନୀଙ୍କୁ ସ୍ୱାମୀ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ। ଗୁଜରାଟର ଦାହୋଦ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କଠୁ ଅଲଗା ରହୁଥିବା ସ୍ୱାମୀ ଯୋଜନାବଦ୍ଧ ଭାବେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଭୟଙ୍କର ଘଟଣା…

ରାଜଧାନୀରେ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିଛନ୍ତି। ରାଜଧାନୀରେ ଖୋଲା ହୋଇଥିବା ଏହି ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟର ହେଲା ଓଡ଼ିଶା ଫୁଟବଲ ଏକାଡେମି, ଭୁବନେଶ୍ୱର ଫୁଟବଲ…

ଯୁକ୍ତ ଦୁଇ କମର୍ସ ଟପ୍ପରଙ୍କୁ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ

ମାଲକାନଗିରି : ୨୦୨୨ ମସିହାରେ ମାଲକାନଗିରି ଜିଲ୍ଲାରୁ ଯୁକ୍ତ ଦୁଇରେ କମର୍ସ ଟପ୍ପର ହୋଇଥିବା କର୍ମା ମୁଦୁଲି ବୁଧବାର ମାଲକାନଗିରି ଡିଡବ୍ଲ୍ୟୁଓ ପ୍ରଫୁଲ କୁମାର ଭୁଜବଳଙ୍କ ଠାରୁ ୩୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଯାହା ତାଙ୍କ ପାଠପଢା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ…