ବାଣୀ ବିହାର ଫ୍ଲାଏ ଓଭରବ୍ରିଜରେ ପିକ ଅପକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭରଙ୍କର ମୃତ୍ୟୁ
ଭୁବନେଶ୍ୱର: ମଙ୍ଗଳବାର ସଂଧ୍ଯାରେ ବାଣୀବିହାର ଫ୍ଲାଏଓଭରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ରାସ୍ତା ଉପରେ ଛିଡା ହୋଇଥିବା ପିକ୍ ଅପକୁ ଧକ୍କା ଦେବାରୁ ପିକ୍ ଅପ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ନାଁ ଅର୍ଜୁନ ଆଇଚ। ଏହି ଦୁର୍ଘଟଣାରେ…