କେବେ ଆବାସ ହିତାଧିକାରୀଙ୍କ ତାଲିକା ଘୋଷଣା ହେବ: ବିଜେପି
ଭୁବନେଶ୍ୱର: ଆବାସ ପ୍ରସଙ୍ଗରେ ପୁଣି ଘେରିଲା ବିଜେପି। କେବେ ଆବାସ ହିତାଧିକାରୀ ତାଲିକାଙ୍କ ନାମ ଘୋଷଣା ହେବ ବିରୋଧୀ ବିଜେପି ପ୍ରଶ୍ନ କରି ସରକାରଙ୍କଠୁ ଜବାବ ଲୋଡ଼ିଛି।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି।…