ଏସିଆନ ଜୁନିୟର ଆଥଲେଟିକ୍ସ: ଜାତୀୟ ଶିବିର ପାଇଁ ଚୟନ ହେଲେ ଓଡିଶାର ରେୟାନ, ଜୟରାମ
ଭୁବନେଶ୍ୱର: ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ଜାତୀୟ ଶିବିର ପାଇଁ ଖେଳାଳି ଚୟନ କରାଯାଇଛି । ଏହି କ୍ୟାମ୍ପରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟଙ୍କୁ ଚାମ୍ପିୟନଶିପ ପାଇଁ ଚୟନ କରାଯିବ । ଓଡିଶାର ଦୁଇ ଉଦୀୟମାନ ଆଥଲେଟ ରେୟାନ…