ଅସହ୍ୟ କଲାଣି ଗୁଳୁଗୁଳି ସାଙ୍ଗକୁ ତାତି; ଆହୁରି ତିନି ଦିନ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ରହିଛି। ପଶ୍ଚିମ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ପବନ, ବାୟୁମଣ୍ଡଳର ଆର୍ଦ୍ରତା କମିବା…