Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରକୁ କୁନି ପୁଅକୁ ଫିଙ୍ଗିଲେ ବାପା

ଭୋପାଳ: ରାଜନୈତିକ ଆକ୍ରୋଶ  ହେଉ ବା ଅସନ୍ତୋଷର ପରିପ୍ରକାଶ କରିବା ପାଇଁ ହେଉ,  ଲୋକେ ମନ୍ତ୍ରୀ-ନେତାଙ୍କ ମଞ୍ଚକୁ ଲକ୍ଷ୍ୟକରି ପଚା ଟମାଟୋ, ଅଣ୍ଡା ଏପରିକି ମୋବାଇଲ ଫିଙ୍ଗିଥାନ୍ତି । ଏପରି ଘଟଣା ଅନେକ ସ୍ଥାନରେ ଦେଖିଥିବେ । ହେଲେ ମନ୍ତ୍ରୀଙ୍କ ମଞ୍ଚ ଉପରକୁ ବାପା ନିଜ ଶିଶୁପୁତ୍ରକୁ…

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ…

ଦୁର୍ଘଟଣାରେ ଆହତ ‘ଦ କେରଳ ଷ୍ଟୋରି’ର ଅଭିନେତ୍ରୀ ଅଦା ଶର୍ମା

ନୂଆଦିଲ୍ଲୀ: ବିବାଦ ଭିତରେ ପ୍ରଶଂସା ସାଉଁଟୁଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ପୁଣି ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଳ୍ପସମୟ ତଳେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା…

ନୂଆ ଏସଡିସି ଘୋଷଣା ଖାଲି ପ୍ରହେଳିକା; ନିର୍ବାଚନ ସରିଗଲେ ସବୁ ଭୁଲିଯିବେ ସରକାର

ଭୁବନେଶ୍ୱର: ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛି ବିଜେଡି ସରକାର । ବିଶେଷ କରି ଅନୁସୁଚିତ ଜାତି ଓ ଜନଜାତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଉଛି । ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବିଜେଡି ସରକାରର  ଏମିତି ଏକ ପ୍ରହେଳିକା  । ମୁଖ୍ୟମନ୍ତ୍ରୀ  ଆଉ ୧୪…

ଏକ ନିରୋଳା ପ୍ରେମ କାହାଣୀ: ପତ୍ନୀଙ୍କ ବିଚ୍ଛେଦ ଦୁଃଖ ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ

ବଲାଙ୍ଗିର: ଏକ ନିଛକ ପ୍ରେମ କାହାଣୀ ।  ଫିଲ୍ମ  ବା ଯାତ୍ରାର ପ୍ରେମ କାହାଣୀ ଇଏ ନୁହେଁ, ଏ କାହାଣୀ ବାସ୍ତବ ଜୀବନର । ପ୍ରେମ, ପ୍ରତିଶ୍ରୁତି ଆଉ ପ୍ରତାରଣାର ଅନେକ ଘଟଣା ଆପଣ ହୁଏତ ଶୁଣିଥିବେ । ହେଲେ ଏ ନିରୋଳା ପ୍ରେମ କାହାଣୀ ଶୁଣିଲେ ମନ ତ ଅବିଶ୍ୱାସ କରିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ…

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ…

ହୀରୋ ହେବେ ବବି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡରେ ଖୁବ ଶୀଘ୍ର ଆଉ ଏକ ଷ୍ଟାର ସନଙ୍କ ଏଂଟ୍ରି ହେବାକୁ ଯାଉଛି । ହୀ ମ୍ୟାନ ଧର୍ମେନ୍ଦ୍ରଙ୍କ ପୁତ୍ର ବବି ଦେଓଲଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁଅ ଆର୍ଯ୍ୟନ ଓ ଧରମ ଅଭିନୟ କରିବେ । ଅବଶ୍ୟ ପୂର୍ବରୁ ବବି ଏହାକୁ ଖଣ୍ଡନ କରୁଥିଲେ । ସେମାନେ ସାଧାରଣ…

ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ରକ୍ଷକ ସାଜିଲା ଭକ୍ଷକ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ବେଳେ ଗୋଟିଏ ଜନ୍ମରେ ତୁଟିଗଲା ସବୁକିଛି  । ପିଶାଚ ସ୍ୱାମୀ ନିଜ ସ୍ତ୍ରୀର ନେଇଗଲା ଜୀବନ । ରାଗର ବଶବର୍ତ୍ତୀ ହୋଇ କିରାସିନି ଢାଳି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା…

ଚେପକରେ ଅବସର ସୂଚନା ଦେଲେ କି ଧୋନୀ !

ମାଡ୍ରାସ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଆରମ୍ଭରୁ ଆଲୋଚନା ଜାରୀ ରହିଛି । ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ପରାଜିତ ହୋଇଛି । ଚଳିତ ସିଜନରେ ଚେନ୍ନାଇ ୧୩ ମ୍ୟାଚରୁ ୧୫ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶାରେ ରହିଛି । ଶେଷ…

ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ପରେ ଶପଥ ନେଲେ ଦୀପାଳି ଦାସ ।  ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବେ ଦୀପାଳି । ଦୀପାଳିଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ…