ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ; ଘୋଷଣା ପରେ ନୂଆ ସିଇଓ ନେଇ ଚର୍ଚ୍ଚାରେ ଲିଣ୍ଡାଙ୍କ ନାଁ
ୱାଶିଂଟନ: ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ସିଇଓ ପଦରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ନୂଆ ସିଇଓ ଏହି ଦାୟିତ୍ୱ ମ୍ଭାଳିବାକୁ ଥିବା ବେଳେ ମସ୍କ କମ୍ପାନୀର ଉତ୍ପାଦନ ପ୍ରତି ଧ୍ୟାନ ଦେବେ ବୋଲି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଗୁରୁବାର ମସ୍କ ଟ୍ୱିଟ୍ କରି କହିଛନ୍ତି “ମୁଁ…