Latest Odisha News

BREAKING NEWS

ଝାରସୁଗୁଡାରେ ଚାଲିଛି ମତଦାନ: ଭୋଟରଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ଚାଲିଛି ମତଦାନ । ନବଙ୍କ ପରେ କିଏ ନେବ ଜିଲ୍ଲାର ଦାୟିତ୍ୱ ? ଏଥିପାଇଁ ଆଜି ନେତା ବାଛିବେ ଝାରସୁଗୁଡ଼ବାସୀ । ତିନି ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ । ଏଥିପାଇଁ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସୋଫା ବାଡ଼ ଉପରେ ବୀରା ଚାରିପଟେ ବୁଲିବୁଲି ସମୀରା କହୁଥାଏ, “କହିଲୁ ବୀରା, ସତରେ କ\'ଣ ମୁଁ ଅବାସ୍ତବବାଦୀ ଆଉ ଡରକୁଳୀ?” “ହଁ ”, କହୁକହୁ ସମୀରା ଗମ୍ଭୀର ମୁହଁ ଉପରେ ନଜର ପଡ଼ିଗଲା ତ ବୀରା ଚଟାପଟ କହିଲା, “ଆରେ…

କବିତା : ମୁକ୍ତି

ଅନନ୍ତାଂଶୁ ଜେନା  ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି ଖରାବେଳ ନଈ ପଠା ଗାଁ ହାଟ ବେସୁରା ବେସୁରା ସତେକି ଆକାଶଟା ଛିଣ୍ଡି ପଡିଛି ! ବୀଣାର ମଧୁରତା କେଡ଼େ କର୍କଶ ତୁମେ ଫେରିଗଲା ପରେ ଏ କ’ଣ କାଳର ଅଟ୍ଟାହାସ୍ୟ ! ସତରେ, ଛୁଇଁଦେଲ ମୃତ୍ୟୁକୁ ! କାଳାନ୍ତକ ର ବାର୍ତ୍ତା…

ଭାଷା ଭାଗବତ : ଯଶେଷଣା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ ନ କଲେ ଆଦର ଲେଖକ ଲୋଡ଼େ ପୁରସ୍କାର କରେ ଯାହା ବି ଦରକାର ଏମିତି ଦଶା ସାହିତ୍ଯର ନିଜର ଲେଖାକୁ ବିଶ୍ବାସ ନ କରି, ହୁଏ ଯେ ହତାଶ ଛପା ହେଲେ ବି ତା'ର ବହି ପାଠକ ଖୋଜି ପଢ଼େନାହିଁ ଅତି ଅଧିକ ଯଶେଷଣା କରି ଲେଖକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବିକା ଦେବଦାସୀ ବା ଭିତର ଗାଆଣୀ ଦେବଦାସୀଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଦୈନଦିନ ସେବା ବିଷୟ ଆଲୋଚିତ ହୋଇଛି। ବର୍ତ୍ତମାନ ଆଲୋଚନା କରିବା ବିଭିନ୍ନ…

ଖୁବଶୀଘ୍ର ଆରମ୍ଭ ହେବ ବ୍ରହ୍ମପୁର-ଜୟପୁର ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ

ବ୍ରହ୍ମପୁର: ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରୁଥିବା ୩୦୫ କିଲୋମିଟର ଲମ୍ବା ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସାମାଜିକ-ଅର୍ଥନୈତିକ ବିକାଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ରାଜ୍ୟ…

ଆଉ ଏକ ଯୌନ ଶୋଷଣ ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ଯାତନା ମାମଲାରେ ଆମେରିକାର ଫେଡେରାଲ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଡୋନାଲ୍ଡ କୋର୍ଟ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି। ଟ୍ରମ୍ପ ୧୯୯୦ ଦଶକରେ ଜଣେ ମହିଳାଙ୍କ ସହ…

ମେ ୧୫’ରେ ହାଓ୍ୱଡାରୁ ପୁରୀ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!

ଭୁବନେଶ୍ବର: ନିକଟରେ ପରୀକ୍ଷାମୂଳକ ବା ଟ୍ରାଏଲ ରନ୍ ପରେ ହାଓ୍ୱଡାରୁ ପୁରୀ କେବେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ ଯେଉଁ ଉତ୍ସୁକତା ଥିଲା ତାହା ଏବେ ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଇମ୍ରାନ ଖାନଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ ଇସଲାମାବାଦ ହାଇକୋର୍ଟ, ଜଳୁଛି ପାକିସ୍ତାନ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ହାଇକୋର୍ଟ ସମର୍ଥନ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥକମାନେ ରାସ୍ତାରେ ଆସିଛନ୍ତି। ଇସଲାମାବାଦରୁ ଏଭଳି ଚିତ୍ର…

କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଅପରାଜିତା ଏବଂ ଧର୍ମେନ୍ଦ୍ରଙ୍କ ଶ୍ରେୟ ରାଜନୀତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ଐତିହ୍ୟ ମାନ୍ୟତା ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମେ ୫ରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଏ ବାବଦରେ ସୂଚନା ମିଳିଛି।…