Latest Odisha News

BREAKING NEWS

ପୁଣି ଇତିହାସ ରଚିଲା ‘ଆରଆରଆର’ : ଜାପାନରେ ପୂରଣ କଲା ୨୦୦ ଦିନ

ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ଆରଆରଆର’ର କ୍ରେଜ ଏବେ ବି ସାରାବିଶ୍ୱରେ ରହିଛି । ନିକଟରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆରଆରଆର’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏବେ ଏହି ଫିଲ୍ମ ଜାପାନରେ ରିଲିଜ ହେବାର ୨୦୦ଦିନ ପୂରଣ କରିଛି । ଏଥି ସହିତ ଏହି…

ଥାଲାସେମିଆ ବାଲ୍‍ ସେବା ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଥାଲାସେମିଆ ବାଲ ସେବା ଯୋଜନା (ଟିବିଏସୱାଇ) ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଯାହା କୋଲ ଇଣ୍ଡିଆ ଲିମିଟେଡ୍…

ଭଗବାନ ବୃଦ୍ଧଙ୍କ କାନରେ ସ୍ପିକର ଲଗାଇ ଦୁଃଖ ଜଣାଇଲେ ଯୁବକ

ଚୀନ୍ : ଯଦି କେହି ଜୀବନରେ କିଛି ପାଇବାକୁ ଚାହାଁନ୍ତି, ସେ ଭଗବାନଙ୍କ ଆଗରେ ପ୍ରାର୍ଥନା କରନ୍ତି । କିନ୍ତୁ ଏମିତି ଜଣେ ଯୁବକ ଭଗବାନଙ୍କୁ ନିଆରା ଢଙ୍ଗରେ ନିଜର ଦୁଃଖ ଜଣାଇଛନ୍ତି । ପ୍ରାୟ ୨୦୦୦ କିଲୋମିଟର ଯିବା ପରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିିରେ ସ୍ପିକର ଲଗାଇ ଦୁଃଖ ଜଣାଇଛନ୍ତି ।…

ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି ଅଭିଯୋଗରେ ଭୁବନେଶ୍ୱରରୁ ଦୁଇ ଗିରଫ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ସାଲିଆ ସାହି ବସ୍ତି ଅଞ୍ଚଳରେ ବିନା ପ୍ରେସକ୍ରିପସନରେ ଘରକୁ ଘର ବୁଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତି ବିନା ପ୍ରେସକ୍ରିପସନରେ ମଧ୍ୟ…

ରାଷ୍ଟ୍ରପତିଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା, ରିପୋର୍ଟ ମାଗିଲେ ରାଜ୍ଯପାଳ

ଭୁବନେଶ୍ୱର: ନିକଟରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣା ପରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଶାସନ…

ନିରବ ରହୁଥିବା ଚିରଞ୍ଜୀବଙ୍କ ବିସ୍ଫୋରଣ ପରେ ବଢ଼ିଲା ଦଳ ବଦଳ ଚର୍ଚ୍ଚା

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଥିବା ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ 'ବିସ୍ଫୋରଣ'କୁ ନେଇ ବଢ଼ିଲା ଚର୍ଚ୍ଚା। ପିସିସି ସଭାପତି ରେସରେ ଥିବା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ଏହି ନେତା ଏବେ ନୂଆ…

ଧାୱନଙ୍କ ୫୦ତମ ଅର୍ଦ୍ଧଶତକ, କୋଲକାତା ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

କୋଲକାତା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୦ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଧିନାୟକ ଶିଖର ଧାୱନଙ୍କ ଆକର୍ଷଣୀୟ ୫୭ ରନ ଯୋଗୁ ଦଳ କୋଲକାତା ସମ୍ମୁଖରେ ଏକ…

ପୁନର୍ବାର ବିବାଦରେ ମହାନ ଗଲ୍ଫର ଟାଇଗର ଉଡ୍ସ, ଯୌନ ଶୋଷଣ ଅଭିଯୋଗ ଆଣିଲେ ପୂର୍ବତନ ଗର୍ଲଫ୍ରେଣ୍ଡ

କାଲିଫର୍ଣ୍ଣଆ: ଗଲ୍ଫର ମହାନ ଖେଳାଳି ଆମେରିକାର ଟାଇଗର ଉଡ୍ସ ପୁନର୍ବାର ବିବାଦରେ ଫସିଛନ୍ତି । ଉଡ୍ସଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଏରିକା ରେହମାନ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଏରିକା କହିଛନ୍ତି ସେ ଯେତେବେଳେ ଉଡ୍ସଙ୍କ ହୋଟେଲରେ କାମ କରୁଥିଲେ ସେତେବେଳେ ଏହି ଗଲ୍ଫର ଜଣଙ୍କ…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା, ଫେରିଲା କି ହିଟ୍ ଓ୍ବେଭ୍?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୋମବାର ଦିନ ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ…

କୋର୍ଟରୁ ମିଳୁନି ଆଶ୍ୱସ୍ତି; ମେ ୨୩ ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…