Latest Odisha News

BREAKING NEWS

ପ୍ରିୟଙ୍କା-ଅଙ୍କିତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା : ମୁହଁ ଖୋଲିଲେ ପ୍ରିୟଙ୍କା, ଏପରି କିଛି କହିଲେ

ମୁମ୍ବାଇ: ଛୋଟ ପରଦାରେ ପ୍ରସାରିତ ‘ଉଡ଼ାରିୟା୍‌' ଧାରାବାହିକର ହିଟ୍ ଦମ୍ପତି ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ବିଗ୍‌ବସ ସିଜିନ୍ ୧୬ରେ ପ୍ରତିଯୋଗୀ ସାଜିଥିଲେ ଏହି ଯୋଡ଼ି । ବିଗ୍‌ବସ ଘରେ ମଧ୍ୟ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ନେଇ ଆଲୋଚନା…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ୍ ଧରି ବିଦ୍ୟୁତ କାଟ ହେବା ପରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ଏ ଏଭିଯୋଗ କରିବା ସହ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର…

୫ ଟି ଫୁଟବଲ୍‌ରେ କୌଶଳ ଦେଖାନ୍ତି ଯୁବକ, ଲୋକେ କରନ୍ତି ପ୍ରଶଂସା

ଜୟପୁର : ସୋସିଆଲ ମିଡ଼ିଆରେ ଆମେ ଅନେକ ଭିଡ଼ିଓ ଦେଖିବାକୁ ପାଇଥାଉ ଯେଉଁଥିରେ, ଲୋକମାନେ ଭିନ୍ନ ଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ଯାହାକୁ ଦେଖି ଆମେ ବହୁତ ଖୁସି ହେବା ସହ ପ୍ରଶଂସା ବି କରିଥାଉ । ତେବେ ଜୟପୁରର ଜଣେ ଯୁବକ ୫ଟି ବଲରେ ବିଭିନ୍ନ ପ୍ରକାରର କୌଶଳ ଦେଖାଇଥାନ୍ତି, ଯାହାକୁ…

ୱେବ୍ ସିରିଜ୍‌ରେ କାମ କରିବେ ଜାହ୍ମବୀ

ମୁମ୍ବାଇ: ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମର ଚାହିଦା ବେଶୀ । ୱେବ୍ ସିରିଜ୍ ଏମିତି ଏକ ମାଧ୍ୟମ, ଯାହାଦ୍ୱାରା ଜଣେ ଅଭିନେତା କିମ୍ବା ଅଭିନେତ୍ରୀ ଦର୍ଶକଙ୍କ ନିକଟତର ହୋଇପାରିବ । ଖୁବ୍‌ଶୀଘ୍ର ଘରେ ଘରେ ସ୍ୱତନ୍ତ୍ର ପରିଚୟ ବି ପାଇପାରିବ । ତେଣୁ ମୁଁ ୱେବ୍ ଦୁନିଆରେ ପାଦ ଦେବାକୁ ନିଷ୍ପତ୍ତି…

ଭାରତୀୟ ବାୟୁସୀମାରେ ଘୁରି ବୁଲିଲା ପାକିସ୍ତାନ ଏୟାରଲାଇନ୍ସର ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ଘୁରି ବୁଲିବା ଚିନ୍ତାର କାରଣ ସାଜିଥିଲା । ବିମାନଟି ଭାରତ ସୀମାରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା । ସେନା ପ୍ରାୟ ୧୦ ମିନିଟ ଏହା ଉପରେ ନଜର ରଖିଥିଲା । ବିମାନଟି ପଞ୍ଜାବ ନିକଟରେ ୧୨୦ କିଲୋମିଟର…

‘ଦ କେରଲା ଷ୍ଟୋରି’କୁ ବିରୋଧ, ତାମିଲନାଡୁରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ : ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବା ଥମୁନି । ଫିଲ୍ମଟି ଅନେକ ରାଜ୍ୟରେ ଭଲ ସମର୍ଥନ ପାଇଥିବା ବେଳେ ତାମିଲନାଡୁରେ କିନ୍ତୁ ଫିଲ୍ମକୁ ଘୋର ବିରୋଧ କରାଯାଉଛି । ଏବେ ତାମିଲନାଡୁରେ ଏହାର ସ୍କ୍ରିନିଂକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତାମିଲନାଡୁରେ ନାମ ତମିଲର…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଆକାଶ, ନିଶାନ୍ତ ପ୍ରି କ୍ୱାର୍ଟରରେ

ନୂଆଦିଲ୍ଲୀ: ତାଶକନ୍ଦରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆକାଶ ସାଙ୍ଗୱାନ ଓ ନିଶାନ୍ତ ଦେବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ନିଜ ନିଜ ବିଭାଗର ମୁକାବିଲାରେ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ କିଗ୍ରା ବିଭାଗରେ…

ଇଣ୍ଡିଆନ ଓପନ ପାରା ଆଥଲେଟ: ଜୟନ୍ତୀ ଜିତିଲେ ହ୍ୟାଟ୍ରିକ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଚଳିତ ୫ମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୨୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ । ୨୩ ବର୍ଷୀୟା ଏହି ଆଥଲେଟ ଶ୍ରୀଲଙ୍କାର ଦୁଇ…

ମୋଟା ବିଲେଇ ପ୍ରତିଯୋଗିତା: ବହୁ ଭାଗ ନେଲେ, ପୁରସ୍କୃତ ହେଲେ

ମାଲେସିଆ: ଆଜିର ସମୟରେ ଲୋକମାନେ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି କାରଣରୁ, ଲୋକମାନେ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା କେବଳ ମଣିଷମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ପଶୁମାନଙ୍କ କ୍ଷେତ୍ରରେ…