ଦଶାହ କ୍ରିୟା ସାରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର, ୩ ମୃତ ୭ରୁ ଉର୍ଦ୍ଧ୍ୱ ଗୁରୁତର
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ବଡପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ୩ ମୃତ ହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ପଡ଼ପଦର ଗାଁର ପ୍ରାୟ ୧୫ ଜଣ ଲୋକ ଏକ ଦଶାହ କ୍ରିୟା…