ବଜରଙ୍ଗ ଦଳ ବ୍ୟାନ ହେବ? କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ତେଜିଲା ରାଜନୀତି
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭୋଟ୍ ତାରିଖ ପାଖେଇ ଆସୁଛି। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହାରି ଭିତରେ କଂଗ୍ରେସ ମାନିଫେଷ୍ଟର ପ୍ରକାଶରେ ଉଲ୍ଲେଖ ରହିଛି ଯଦି ଦଳ କ୍ଷମତାକୁ ଆସେ ଆଉ କୌଣସି ସଂଖ୍ୟାଲଘୁ କିମ୍ବା…