Latest Odisha News

BREAKING NEWS

ଜେଇଇ ମେନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇଇ ମେନ୍ -୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାସ ସ୍କୁଲର ୧୮ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିଭଳି ୨୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିଥିବା ବେଳେ ୩୯ ଜଣ ୯୦…

ଗୁଜରାଟ ସମ୍ମୁଖରେ ୧୩୧ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩୧ ରନର ବିଜୟ ଲକ୍ଷ୍ୟ ଗୁଜରାଟ ସମ୍ମୁଖରେ ରଖିଛି । ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୨୩ ରନରେ ୫ଟି ୱିକେଟ ହରାଇ ବିପଦରେ…

୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି। ତା ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅ ମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଏହା ଆମର ସ୍କୁଲ…

ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସୋଆ ପକ୍ଷରୁ ଇଣ୍ଡଷ୍ଟ୍ର୍ରିଆଲ୍ ଇନ୍‌ଟରଆକ୍ଟିଭ୍ କର୍ମଶାଳା

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଦିନ “ରିସେଂଟ୍ ଡେଭଲପ୍‌ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍ ଇନ୍ କୋର ଇଣ୍ଡଷ୍ଟ୍ରିଜ୍‌” ଶୀର୍ଷକ ଏକ…

ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ…

କିଟ୍‍ ଓ ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷର

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆମେରିକାର ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ସ୍କୁଲ୍‍ ଅଫ୍‍ ବିଜିନେସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଏବଂ ଜର୍ଜ ୱାଶିଂଟନ୍‍…

ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜରେ ବିଶାଳ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ପୁଣେ: ଗର୍ବ ଏବଂ ସମ୍ମାନ ସହିତ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଏହାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ପ୍ରଚେଷ୍ଠା ଜାରି ରଖି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫଏଫଓଆଇ) ପୁନେ ସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜ (ଏଏଫଏମସି)…

ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତି ସଂରକ୍ଷିତ ରଖିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ୨୦୧୯ର ବୟାନ ସବୁ ମୋଦି ଚୋର । ଏହି ବୟାନକୁ ରାହୁଲ ଗାନ୍ଧୀ ଫସିଥିବା ବେଳେ ଅଡ଼ୁଆ ବଢ଼ିବାରେ ଲାଗିଛି । ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେଇ ନାହାନ୍ତି । କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେ ରାୟକୁ…

ଆଧାର ସହିତ ଆପଣଙ୍କର ଇମେଲ୍ ଓ ମୋବାଇଲ୍ ନମ୍ବର ଯାଞ୍ଚ କରନ୍ତୁ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି। ୟୁଆଇଡିଏଆଇର ନଜରକୁ ଏହା ଆସିଥିଲା ଯେ କେତେକ…

‘ବ୍ରାହ୍ମଣମାନେ ରୁଷରୁ ଆସିଛନ୍ତି, ତାଙ୍କୁ ଘଉଡାଇବା ଆବଶ୍ୟକ’

ପାଟନା: କୌଣସି ବ୍ରାହ୍ମଣ ଭାରତର ନୁହଁନ୍ତି। ସେମାନେ ରୁଷରୁ ଆସିଛନ୍ତି। ଯେଉଁ ଭାରତୀୟ ନିଜକୁ ବ୍ରାହ୍ମଣ ବୋଲି ଦାବି କରୁଛନ୍ତି ସେମାନେ ରୁଷ ଫେରିଯିବା ଦରକାର । ଏହା କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଯଦୁବଂଶ କୁମାର ଯାଦବ। ଆରଜେଡି ନେତାଙ୍କ ଏହି ବୟାନପରେ ବିବାଦ ସୃଷ୍ଟି…