Latest Odisha News

ସ୍ୱଳ୍ପ ଗଳ୍ପ : ଜଣେ ଅପରାଜିତ ରାଜକନ୍ୟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୬ ବାସ୍ତବ ଜଗତର ରାଜକନ୍ୟାରୁ ସେ ଯେତେବେଳେ କାହାଣୀ ଜଗତର ଗୋଟିଏ ରାଜକନ୍ୟା ପାଲଟି ଗଲେ ସେତେବେଳେ ସେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲେ। ରାଜକନ୍ୟାମାନଙ୍କୁ କାହାଣୀରେ ଅପରୂପା ଆଉ ଚିରକିଶୋରୀ କରି ରଖିବା ଭଳି ଆମର…

ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ

ମୁମ୍ବାଇ:ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ମହାରାଷ୍ଟ୍ରର କୋହ୍ଲାପୁରରେ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ପିଟିଆଇକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୮୯  ବର୍ଷୀୟ ଲେଖକ ତଥା ସାମାଜିକ ରାଜନୀତିକ…

ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ । ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି…

ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

ଭୁବନେଶ୍ୱର: ଏପ୍ରିଲ୍ ମାସ ସରିଯାଇଛି।  କିନ୍ତୁ ଭାରତୀୟ ସାଗରରେ କୌଣସି ବାତ୍ୟା ଆସିନି । ଲଗାତାର ଚତୁର୍ଥ ବର୍ଷ ପାଇଁ ଏପ୍ରିଲରେ ବାତ୍ୟା ଆସି ନଥିବା ବେଳେ ଶେଷ ଥର ପାଇଁ ୨୦୧୯ ଏପ୍ରିଲରେ ବାତ୍ୟା ଫନି ଆସିଥିଲା । ବଙ୍ଗୋପସାଗରରେ ଅବପାତ ଏପ୍ରିଲ ୨୭ରେ ବାତ୍ୟା ଫନିରେ ପରିଣତ ହୋଇଥିଲା । ୩୦…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ରତ୍ନ ଭଣ୍ଡାର  ସମ୍ପାଦନା ‐ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ରତନପୁର, ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ଚେତନା ଓ ଦର୍ଶନର ଅନନ୍ୟ ରୂପକାର ହେଲେ ସୁରେନ୍ଦ୍ର ନାଥ ଦାଶ । ଅଧ୍ୟାପନା ବୃତ୍ତିରେ ବ୍ରତୀ ଶ୍ରୀଯୁକ୍ତ ଦାଶ ଶ୍ରୀଜଗନ୍ନାଥ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ।  NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ…

ଖୋର୍ଦ୍ଧା ଆଉଟ ପୋଷ୍ଟ ହେଲା ପୋଲିସ ଷ୍ଟେସନ; କେନ୍ଦୁଝର-ବଡବିଲରେ ୨ ଟ୍ରାଫିକ ପୋଲିସ ଷ୍ଟେସନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା “ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ” । ଏହି ଷ୍ଟେସନ ପାଇଁ ସୃଷ୍ଟି ହେଲା ୨୩ଟି ଅତିରିକ୍ତ ପଦବୀ । ସେହିପରି କେନ୍ଦୁଝର ଓ ବଡବିଲରେ  ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ହେବା ସହ ୨୪ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ  । ରାଜ୍ୟ…

ସମ୍ବଲପୁରରେ ବିଜେପି ଯାଞ୍ଚ କମିଟି: ହିଂସା ପାଇଁ ରାଜ୍ୟ ସରକାର ଏବଂ ପୋଲିସକୁ ଦାୟୀ କଲେ

ସମ୍ବଲପୁର:  ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ  ସମ୍ବଲପୁର ଯାଇଛନ୍ତି ବିଜେପିର ୪ ଜଣିଆ ଟିମ୍ ।  ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହି ଟିମ ରାଜ୍ୟ ସରକାର ଏବଂ ସ୍ଥାନୀୟ ପୋଲିସ ଉପରେ…

ତିହାର ଜେଲରେ ଗ୍ୟାଙ୍ଗୱାର; ଲୁହାରଡରେ ପିଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ: ଦେଶର ହାଇ ସିକ୍ୟୁରିଟି ଥିବା ତିହାର ଜେଲରେ ଗ୍ୟାଙ୍ଗୱାର  ।  ଏହି ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ଟିଲୁ…