ଅଭୁଲା ଗୀତ : ଅନ୍ତରେ କାନ୍ଦେ ବାହାରେ ହସେ
ସଙ୍ଗୀତ : ଶାନ୍ତନୁ ମହାପାତ୍ର
ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ : ପ୍ରଣବ ପଟ୍ଟନାୟକ
ଚଳଚ୍ଚିତ୍ର : ସୂର୍ଯ୍ୟମୂଖୀ, ୧୯୬୩
ଅନ୍ତରେ କାନ୍ଦେ ବାହାରେ ହସେ
ଅନ୍ତରେ କାନ୍ଦେ ବାହାରେ ହସେ ମୁଁ
ଏହି ମୋର ପରିଚୟ
ମରି ସାରିଛି ମୁଁ ତେବେ ବି କରୁଛି…