ଲୁଧିଆନାରେ ଗ୍ୟାସ ଲିକ୍ ହେତୁ ୯ ଜଣଙ୍କର ମୃତ୍ୟୁ, ୧୧ ଅସୁସ୍ଥ
ଅମୃତସର: ପଞ୍ଜାବ ଲୁଧିଆନାରରେ ଗ୍ୟାସ୍ ଲିକ୍ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି। ଗ୍ୟାସ ଲିକ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ କରି ରଖାଯାଇଛି।…