ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଲା ପୋଲିସ, ଲୋକେ ଫିଙ୍ଗିଲେ ପଥର
କୋଲକାତା: ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ପରେ ହିଂସା ସୃଷ୍ଟି ହୋଇଛି । ନାବାଳିକାଙ୍କ ମୃତଦେହ ନେବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ଲୋକେ ପୋଲିସ ଉପରକୁ ଢେଲା, ପଥର ଫିଙ୍ଗିଛନ୍ତି ।
ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଦିନାଜପୁରରେ ।…