Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅତିକ ହତ୍ୟାକାଣ୍ଡର ବଡ ଖୁଲାସା: ଘଟଣାସ୍ଥଳରେ ୩ ନୁହେଁ ଥିଲେ ଅଧିକ ଶୁଟର

ଲକ୍ଷ୍ନୌ: ଅତିକ ଅହମଦର ହତ୍ୟାକାଣ୍ଡର ବଡ ଖୁଲାସା । ଅତିକ ଓ ତାଙ୍କ ଭାଇ ଅସରଦଙ୍କୁ ୩ ଜଣ ଶୁଟର ହତ୍ୟା କରି ନ ଥିଲେ । ଅଧିକ ସୁଟର ଏହି ଘଟଣାରେ ସାମିଲ ହୋଇଥିଲେ । ହେଲେ ସେମାନେ ସୁବିଧା ଦେଖି ଖସି ଯିବାରେ ସଫଳ ହୋଇଥିଲେ । ଏମିତି ଚମକାଇ ଦେଲା ପରି ଖବର ଏବେ ସାମ୍ନାକୁ ଆସିଛି ।…

୨୬ ଯାଏ ଘଡ଼ଘଡ଼ି ବର୍ଷା, ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ହେବ ଝୁଙ୍କ ପବନ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଦିନ ଯାଏ କାଳବୈଶାଖୀ ବର୍ଷା ହେବ । ୨୬ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ଓ କୁଆପଥର ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି । ୨୫ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ…

ବିଜୟଙ୍କୁ ବଡ ଦାୟିତ୍ୱ: ହେଲେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ବିଜୟ ପଟ୍ଟନାୟକ ମିଳିଲା ବଡ ଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ । ଅଳ୍ପଦିନ ତଳେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟଙ୍କ ଉପରେ ଏପରି ଗୁରୁ ଦାୟିତ୍ୱ ଦେଇ ୨୦୨୪ ୨୦୨୪ ନିର୍ବାଚନ ଲଢିବା ପାଇଁ ଯୋଜନା କରୁଛି ଦଳ ।…

ମଶାଣିରେ ଜଳୁଥିଲା ଯବାନଙ୍କ ଜୁଇ; ଏପଟେ ଗାଁ ମାଟି ଭିଜୁଥିଲା ଲୁହରେ..କୋହରେ…

ସାକ୍ଷୀଗୋପାଳ: ଗାଁ ମଶାଣିରେ ଜଳୁଥିଲା ଜୁଇ । ଏପଟେ ଭିଜୁଥିଲା ଗାଁ ମାଟି.. ଲୁହରେ..କୋହରେ… । ଏ ମାଟି ମା’ର କୋଳ ଶୂନ୍ୟ କରି ଚାଲିଗଲା ତାର ସୁଯୋଗ୍ୟ ସନ୍ତାନ । ଏମିତି ଯୋଦ୍ଧା ପୁଅ ପାଇଁ ମା’ ଗର୍ବିତ ନିଶ୍ଚୟ । ହେଲେ ଶୂନ୍ୟ କୋଳକୁ ଚାହିଁଦେଲେ ଛାତି ଫାଟି ଯାଉଛି । ଆଖିରୁ ଲୁହ…

ବଜାରରୁ ରାସନ କିଣି ଘରକୁ ଫେରୁଥିଲେ ବାପପୁଅ, ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ବଜାରରୁ ସଉଦା ଆଣି ଫେରିବା ବେଳେ ଦୁର୍ଘଟଣାରେ ବାପପୁଅଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୩ ବର୍ଷର ପୁଅ ସହ ବାପାଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଣଜା । ସୂଚନା ଅନୁସାରେ, ତାଳଚେର…

ଗ୍ରୀଷ୍ମ ଛୁଟିରେ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଖରାକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମକାଳୀନ ଅବକାସ ନିର୍ଦ୍ଧାରିତ ସମୟ ପୂର୍ବରୁ  ଘୋଷଣା କରିଛନ୍ତି । ସମସ୍ତ ସ୍କୁଲ ୧ମରୁ ୧୦ ଯାଏ ଗ୍ରୀଷ୍ମଛୁଟି ପାଇଁ ବନ୍ଦ ରହିବ । ହେଲେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ନାହିଁ । ପ୍ରତ୍ୟେକ କାର୍ଯଦିବସରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ…

ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିବାକୁ ନେଇ ସୁଶାନ୍ତ ସିଂଙ୍କୁ ଟାଣିଲେ ଲେଖାଶ୍ରୀ

ଭୁବନେଶ୍ୱର: ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ବୁଲୁଛି । ଓଡ଼ିଶା ପୋଲିସ କଣ କରୁଛି ? କଣ କରୁଛି ଗୁଇନ୍ଦା ବିଭାଗ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ । ଗୁଡ୍ଡୁ ମୁସଲିମ ବରଗଡ଼ ଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି…

ବିଳମ୍ବିତ ରାତିରେ ଜଳିଗଲା ୬ ବାଇକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଏକା ସାଙ୍ଗରେ ଜଳିଗଲା ୬ ବାଇକ ।  ଜଳିଗଲା  ନା ଜାଳି ଦିଆଗଲା ଜଣାପଡିନି । କେମିତି ଜଳିଲା ବି ସ୍ପଷ୍ଟ ହୋଇନି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆା ଗାଁରେ  ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍  । ୩ ହଜାର ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ସ୍ପେଶାଲ କୋର୍ଟରେ ଦାଖଲ କରିଛି ଭିଜିଲାନ୍ସ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଚାର୍ଜସିଟ୍…

ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଙ୍ଗକିତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସ ଅଧ୍ୟକ୍ଷା ଡା. ଅଙ୍ଗକିତା ଦତ୍ତଙ୍କୁ  ବହିଷ୍କାର କଲା କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର…