Latest Odisha News

BREAKING NEWS

ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ ନିଜେ କରି ନାଶ ଅନ୍ୟକୁ ଦେଇଥାଉଁ ଦୋଷ ସରଳ କରିଦେଲେ ଭାଷା ବଢ଼ାଏ ବିଶ୍ବାସ ଭରସା ଅଧିକ ଶବ୍ଦ ବ୍ୟବହାର କରଇ ଭାବନା ସଂହାର ଅଳପ ଶବ୍ଦ, ବେଶି ଅର୍ଥ ରହିଲେ ରଚନା ଅବ୍ୟର୍ଥ କେବେ ନ ହୋଇ କେହିଜଣେ ରହିବା ହୋଇ ଜଣେ, ଜଣେ ଯାହାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବକ ପରମ୍ପରାର ଅନ୍ୟତ୍ତମ ସେବକ ଭାବରେ ଆଜି ଆଲୋଚନା କରିବା "ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ )ଙ୍କ କଥା। ଆଗରୁ ଆମେ ଜାଣିଥିଲେ ପ୍ରତିହାରୀମାନେ ଦ୍ୱାରପାଳ ସେବା…

୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌, ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକାଳୁ ସକାଳୁ ଭାଜି ହେଲାଣି ଓଡ଼ିଶା । ଆଜି ବି ତାତିରୁ ମିଳିବନି ତ୍ରାହି । କାଲିଠୁ ମିଳିପାରେ ଆଶ୍ୱସ୍ତି । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । କମିବ ଗ୍ରୀଷ୍ମ ପ୍ରକୋପ ।  ଗତ ୨୪ ଘଣ୍ଟାରେ ଉତ୍ତପ୍ତ ସହର ଭାବେ ରେକର୍ଡ ଭାଙ୍ଗିଛି ବାରିପଦା । ଆଜି ହିଟ୍‌ ଓ୍ୱେଭ୍‌ ନେଇ…

ବାଇଗଣରେ ପୋକ ରହିଛି ବୋଲି କିପରି ଜାଣିବେ ?

ସମସ୍ତ ପନିପରିବା ମଧ୍ୟରେ ବାଇଗଣ ଅନ୍ୟତମ । ହେଲେ ବାଇଗଣ ନାଁ ଶୁଣିଲେ କିଛି ଲୋକଙ୍କର ମୁହଁର ରଙ୍ଗ ବଦଳିଯାଏ । କାରଣ କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରିନଥାନ୍ତି । ବାଇଗଣକୁ ଅଧିକାଂଶ ଲୋକେ ଭର୍ତ୍ତା କରି ଖାଇବାକୁ ଭଲପାଆନ୍ତି । କେବେ ଆପଣ ଭାବିଛନ୍ତି ବାଇଗଣ କାଟିବା ସମୟରେ କିମ୍ବା…

ସମ୍ବଲପୁରରେ ଶୋଭାଯାତ୍ରା ସାରି ଫେରିବା ବେଳେ ଯୁବକଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର: ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ହିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି…

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଦଳୀୟ ମହିଳା ନେତ୍ରୀ, ପୋଲିସ ସ୍ପଷ୍ଟ କରୁନି ଏତଲା ବାବଦରେ

ଭୁବନେଶ୍ୱର: ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାଜଧାନୀର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁବାର ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ମନ୍ତ୍ରୀଙ୍କ…

ଟାର୍ଗେଟ ପିଛା କରି ଭିଡିଗଲେ ‘ରନ୍ ମେସିନ’ ରିଙ୍କୁ ସିଂହ, ଭାଗିଦାରୀ ନମିଳିବାରୁ ହାରିଲା କେକେଆର

କୋଲକାତା: ଚଳିତ ଆଇପିଏଲର ୧୯ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସକୁ ୨୩ ରନରେ ପରାସ୍ତ କରିଛି ଢ କେକେଆର୍ ଅଧିନାୟକ ନୀତୀଶ ରାଣା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ୍…

କ’ଣ କଲେ ପଶ୍ଚିମବଙ୍ଗରେ ମମତା ସରକାର ଭାଙ୍ଗିଯିବ? ଦଳୀୟ ସମାବେଶରେ କହିଲେ ଗୃହମନ୍ତ୍ରୀ

କୋଲକାତା: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦାବି କରିଛନ୍ତି ଯେ ଯଦି ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ଆସନରେ ଜିତିବାରେ ସଫଳ ହୁଏ, ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏହାର କାର୍ଯ୍ୟକାଳର ବହୁ ପୂର୍ବରୁ ଭାଙ୍ଗିଯିବ। ଯଦି…

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାରଙ୍କ ମେଗାପ୍ଲାନ୍

ପାଟନା: ନିକଟରେ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ବିହାର ମୁଖ୍ୟ ନୀତିଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ପାଟନାର ଦଳୀୟ କାର୍ଯ୍ୟାଳୟରେ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ନୂଆ ରଣନୀତି…

ଅବକାରୀ ଦୁର୍ନୀତି ମାମଲା: ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।…