ନିଜ ଝିଅ ଭଳି ଦେଖାଯାଉଥିବା ଯୁବତୀଙ୍କୁ ବିବାହ କଲେ ବ୍ୟକ୍ତି : ଲୋକେ କଲେ ସମାଲୋଚନା
କଥାରେ ଅଛି, ପ୍ରେମର କିଛି ସୀମା ସରହଦ ନାହିଁ । ଏକଥା ସତ ଯେ, କାହାସହିତ କେତେବେଳେ ପ୍ରେମ ହୋଇଯିବ ତାହା ସମସ୍ତ୍ଙ୍କୁ ଅଜଣା । ଏମିତି କି ସାମାଜିକ ଚଳଣିରେ ଗ୍ରହଣୀତା ନ ଥିବା ଅନେକ ଦିଗକୁ ପ୍ରେମ କାରଣରୁ ଅଣଦେଖା କରିବାକୁ ପଡ଼ିଥାଏ । ଆମେ କହିବାକୁ ଚାହୁଁଥିବା କାହାଣୀରେ ପ୍ରେମୀଯୁଗଳ…