Latest Odisha News

BREAKING NEWS

ଭାଇରାଲ ହେଉଛି ତାପସୀଙ୍କ ୬ ପ୍ୟାକ ଚେହେରା

ମୁମ୍ବାଇ: ତାପସୀ ପାନ୍ନୁଙ୍କ ୬ ପ୍ୟାକ ଚେହେରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାପସୀ ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମରେ ଛାଡିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏପରିକି କେତେଜଣ ତାଙ୍କୁ ଟାଇଗର ଶ୍ରଫଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋରେ ସେ ଜିମ…

କରୋନା ସଂକ୍ରମଣ ବୃଦ୍ଧି ପରେ ଆଲର୍ଟ ମୋଡରେ କେନ୍ଦ୍ର, ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡବୀୟ 

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶର କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଅପରାହ୍ନରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା; ଆଜି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା ମହାମାରୀ। ଆଜି ଦୈନିକ ସଂକ୍ରମଣରେ ୬ ହଜାର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୦୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଠାରୁ ଆଜି ସଂକ୍ରମଣରେ ୧୩ ପ୍ରତିଶତ ବୃଦ୍ଧି…

ଫେରାର୍ ବିଦେଶୀ ଚିତା ଓବାନକୁ ଧରି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିଲା ବନ ବିଭାଗ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜଙ୍ଗଲରୁ ଫେରାର୍ ହୋଇଯାଇଥିବା ନାମିବିୟା ଚିତା ଓବାନକୁ ଧରିଲା ବନବିଭାଗ। ଚିତାକୁ କବ୍‌ଜା କରିବା ପରେ ଗୁରୁବାର ପୁଣିଥରେ ତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡି ଦିଆଯାଇଛି। ଏନେଇ କୋନୋ ଡିଏପ୍‌ଓ ପ୍ରକାଶ କୁମାର ସୂଚନା ଦେଇଛନ୍ତି। ଚିତାଟି ଗତ ୫ ଦିନ ତଳେ ଜଙ୍ଗଲରୁ…

ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ

ରାଞ୍ଚି: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି। ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି। ଝାଡ଼ଖଣ୍ଡର ଫିଲ୍ମ…

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ଆମ୍ବ ଆଚାର

ଆମ ରନ୍ଧାବଢ଼ାରୁ…. ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪…

ପ୍ରତିଶୋଧ ନେଲା ଇସ୍ରାଏଲ; ଗାଜାର ଲେବନନ ଉପରେ କଲା ଭୟଙ୍କର ଏୟାର୍ ଷ୍ଟ୍ରାଇକ୍

ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ ଗାଜା ପକ୍ଷରୁ ଇସ୍ରାଏଲକୁ ରକେଟ୍‌ ମାଡ଼ କରାଯାଇଥିଲା। ଆଉ ଶୁକ୍ରବାର ଏସ୍ରାଏଲ୍ ଏହାର ପ୍ରତିଶୋଧ ନେଇଛି। ଗତ…

ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷଙ୍କୁ ଜାମିନ, ଆସନ୍ତାକାଲି ଜେଲ୍‌ରୁ ମୁକୁଳିପାରନ୍ତି

ହାଇଦ୍ରାବାଦ: ଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ। ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ୱାରଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟ। ଜେଲ୍‌ରୁ ମୁକୁଳିବା…