ହିନ୍ଦୋଳ ଏନଏସି ନିର୍ବାଚନ: ୧୬ରୁ ୧୧ ୱାର୍ଡ ହାତେଇଲା ବିଜେଡି
ଢେଙ୍କାନାଳ: ହିନ୍ଦାେଳ ଏନଏସି ନିର୍ବାଚନରେ ବି ବାଜିମାତ ମାରିଛି ବିଜେଡି । ହିନ୍ଦୋଳର ଏନଏସିର ୧୬ ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବାଜିମାତ ମାରିଛି ବିଜେଡି । ଦଳର କେଶବ ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଅଧ୍ୟକ୍ଷ ପଦ ହାତେଇଛନ୍ତି ।…